ସମ୍ଭାବ୍ୟ ବାତ୍ୟା ନେଇ ଚାଷୀଙ୍କ ପାଇଁ ଆଡଭାଇଜରୀ ଜାରି, କୃଷି ବିଭାଗ ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ
ଭୁବନେଶ୍ୱର, 24 ଅକ୍ଟୋବର (ହି.ସ) - କୃଷି ବିଭାଗ ସମୀକ୍ଷା ବୈଠକ ପରେ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ବାତ୍ୟା ପାଇଁ କୃଷି ବିଭାଗ ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି । ବାତ୍ୟାରେ ଚାଷୀଙ୍କ ପାଇଁ ଆଡ଼ଭାଇଜରୀ
ସମ୍ଭାବ୍ୟ ବାତ୍ୟା ନେଇ     ଚାଷୀଙ୍କ ପାଇଁ ଆଡଭାଇଜରୀ ଜାରି, କୃଷି ବିଭାଗ ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ


ଭୁବନେଶ୍ୱର, 24 ଅକ୍ଟୋବର

(ହି.ସ) - କୃଷି ବିଭାଗ ସମୀକ୍ଷା ବୈଠକ ପରେ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ ପ୍ରତିକ୍ରିୟା ରଖିଛନ୍ତି

। ସେ କହିଛନ୍ତି ଯେ, ବାତ୍ୟା ପାଇଁ କୃଷି ବିଭାଗ ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି ।

ବାତ୍ୟାରେ ଚାଷୀଙ୍କ ପାଇଁ ଆଡ଼ଭାଇଜରୀ ଜାରି କରିଛି ବିଭାଗ । ଧାନ ପାଚିଥିଲେ ଅମଳ କରି ଘୋଡେଇ

ରଖିବାକୁ ଜିଲ୍ଲା କୃଷି ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି । ପାଚି ନ ଥିଲେ ଅମଳ କରନାହିଁ । ଜିଲ୍ଲା କୃଷି ଅଧିକାରୀ, ଜିଲ୍ଲାପାଳଙ୍କୁ ସହ ସମନ୍ୱୟ ରକ୍ଷା କରି ବିଭାଗ

ସହ ଯୋଗାଯୋଗରେ ରହିବେ । କଣ୍ଟ୍ରୋଲ ରୁମରେ

ରହିବେ ଉପମୁଖ୍ୟମନ୍ତ୍ରୀ ଓ କୃଷି ସଚିବ । ଜିରୋ

କାଜୁଆଲଟି ସରକାରଙ୍କ ଲକ୍ଷ୍ୟ ବୋଲି କେଭି ସିଂହଦେଓ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande