
ଭୁବନେଶ୍ୱର, 24 ଅକ୍ଟୋବର
(ହି.ସ) - ସମ୍ଭାବ୍ୟ ବାତ୍ୟା ନେଇ ଶକ୍ତି ବିଭାଗର ସରିଛି ସମୀକ୍ଷା ବୈଠକ । ବୈଠକରେ ଟିପିସିଓଡିଏଲ
ଓ ଟିପିଏସଓଡିଏଲ ସହ ଟାଟା ପାୱାରର ବରିଷ୍ଠ ଅଧିକାରୀ ହୋଇଥିଲେ ସାମିଲ । ବିଦ୍ୟୁତ ସଂରକ୍ଷଣ ସହ ତୁରନ୍ତ
ପୁନଃରୁଦ୍ଧାର ପାଇଁ ଟାଟା ପାୱାରକୁ ନିର୍ଦେଶ ଦିଆଯାଇଥିବା ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ
କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା