'ବିଶ୍ୱ ପୋଲିଓ ଦିବସ' ମାନବଜାତିର ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଏକ ଦୃଢ଼ ପ୍ରତିଜ୍ଞାର ଦିନ- ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର, 24 ଅକ୍ଟୋବର (ହି.ସ.)- ''ବିଶ୍ୱ ପୋଲିଓ ଦିବସ'' ମାନବଜାତିର ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଏକ ଦୃଢ଼ ପ୍ରତିଜ୍ଞାର ଦିନ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ କହିଛନ୍ତି । ଏକ୍ସ ହ୍ୟାଣ୍ଡେଲରେ ସ୍ୱାସ୍ଥ୍ୟମନ୍ତ୍ରୀ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ପ
'ବିଶ୍ୱ     ପୋଲିଓ ଦିବସ' ମାନବଜାତିର     ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଏକ ଦୃଢ଼ ପ୍ରତିଜ୍ଞାର ଦିନ- ସ୍ୱାସ୍ଥ୍ୟମନ୍ତ୍ରୀ


ଭୁବନେଶ୍ୱର, 24 ଅକ୍ଟୋବର (ହି.ସ.)- 'ବିଶ୍ୱ ପୋଲିଓ ଦିବସ' ମାନବଜାତିର ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଏକ ଦୃଢ଼ ପ୍ରତିଜ୍ଞାର ଦିନ

ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ କହିଛନ୍ତି । ଏକ୍ସ ହ୍ୟାଣ୍ଡେଲରେ

ସ୍ୱାସ୍ଥ୍ୟମନ୍ତ୍ରୀ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ପ୍ରତିବର୍ଷ ଅକ୍ଟୋବର ୨୪ ତାରିଖରେ

ପାଳିତ ହେଉଥିବା 'ବିଶ୍ୱ

ପୋଲିଓ ଦିବସ' କେବଳ

ଏକ ଦିବସ ନୁହେଁ, ବରଂ

ମାନବଜାତିର ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଏକ ଦୃଢ଼ ପ୍ରତିଜ୍ଞାର ଦିନ। ଆସନ୍ତୁ ଏହି ଦିବସରେ

ସଂକଳ୍ପ ନେବା ଆମର ଆଗାମୀ ପିଢ଼ିକୁ ଏକ ସୁସ୍ଥ, ସୁରକ୍ଷିତ ଓ ପୋଲିଓମୁକ୍ତ ଭବିଷ୍ୟତ ପ୍ରଦାନ କରିବାରେ ନିଜର ଅବଦାନ

ଜାରି ରଖିବା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande