
ଭୁବନେଶ୍ୱର, 24 ଅକ୍ଟୋବର
(ହି.ସ) -ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ପ୍ରସ୍ତୁତ କରିଛି କମିଶନରେଟ
ପୋଲିସ । ସୁରକ୍ଷା ପାଇଁ ନିୟୋଜିତ ରହିବ ୫୭ ପ୍ଲାଟୁନ୍ ପୋଲିସ ଫୋର୍ସ ଏବଂ ୫ କମ୍ପାନୀ ସିଆରପିଏଫଫୋର୍ସ , ୨୦୦ ଅଫିସର ନିୟୋଜିତ ହେବେ ଯେଉଁଥିରେ ୧୦ ଜଣ ଏସପିସାମିଲ ଅଛନ୍ତି । ଆଇନ
ଶୃଙ୍ଖଳା,
କ୍ରାଉଡ କଣ୍ଟ୍ରୋଲ, ଟ୍ରାଫିକ, ରୁଟ୍ ଲାଇନ୍, ସ୍କ୍ୟୁର୍ଡ ଟିମକୁ ମିଶାଇ ସିକ୍ୟୁଟିଟି ଵ୍ୟଵସ୍ଥା କରାଯାଇଛି । ତାହା
ଭିତରେ ଭିଭିଆଇପିମୋମେଣ୍ଟ କରାଯିବ। ଲୋକେ କିପରି ପାଖରୁ ପ୍ରଧାନମନ୍ତ୍ରୀଙ୍କୁ ଦେଖି ପାରିବେ ତାହା
ବ୍ୟବସ୍ଥା ରହିବ ବୋଲି ପୋଲିସ କମିସନର ସୁରେଶ୍ ଦେବଦତ୍ତ ସିଂ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା