
ଭୁବନେଶ୍ୱର, 24 ଅକ୍ଟୋବର (ହି.ସ.)- ବିଶ୍ୱ
ପୋଲିସ ଦିବସରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ସଚେତନତାମୂଳକ ବାର୍ତ୍ତା ଜାରି କରିଛନ୍ତି ।
ସେ କହିଛନ୍ତି ଯେ, ବିଶ୍ୱ ପୋଲିଓ ଦିବସ ଅବସରରେ ଆସନ୍ତୁ ସଂକଳ୍ପ ନେବା, ଯେପରି କୌଣସି ଶିଶୁ ପୋଲିଓ ଟିକାରୁ ବଞ୍ଚିତ ନ ହୁଅନ୍ତି । ପ୍ରତ୍ୟେକ
ଶିଶୁକୁ ଠିକ୍ ସମୟରେ ପୋଲିଓ ଟିକା ଦେବା ସହ ଜନସଚେତନତା ଓ ଜନଭାଗିଦାରୀ ମାଧ୍ୟମରେ ଭାରତକୁ
ସର୍ବଦା ପୋଲିଓମୁକ୍ତ ରଖିବା ଦିଗରେ ଆମେ ସମସ୍ତେ ନିଜର ଯୋଗଦାନ ଦେବା। ପ୍ରତ୍ୟେକ ଶିଶୁର ସୁସ୍ଥ
ଓ ସୁରକ୍ଷିତ ଭବିଷ୍ୟତ ହିଁ ଆମର ଲକ୍ଷ୍ୟ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା