ଆଜି ତାମିଲନାଡ଼ୁ ଗସ୍ତରେ ଯିବେ ଉପରାଷ୍ଟ୍ରପତି
ନୂଆଦିଲ୍ଲୀ, ଅକ୍ଟୋବର 30 (ହି.ସ.)। ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ ଆଜି (ଅକ୍ଟୋବର ୩୦) ତାମିଲନାଡୁ ଗସ୍ତରେ ଯିବେ। ଏହି ଅବସରରେ ସେ ରାମନାଥପୁରମ ଜିଲ୍ଲାର ପସୁମ୍ପୋନଠାରେ ପସୁମ୍ପୋନ ମୁଥୁରାମଲିଙ୍ଗା ଥେଭରଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଉପରାଷ୍ଟ୍ରପ
ଆଜି ତାମିଲନାଡ଼ୁ ଗସ୍ତରେ     ଯିବେ ଉପରାଷ୍ଟ୍ରପତି


ନୂଆଦିଲ୍ଲୀ, ଅକ୍ଟୋବର 30 (ହି.ସ.)। ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ ଆଜି (ଅକ୍ଟୋବର

୩୦) ତାମିଲନାଡୁ ଗସ୍ତରେ ଯିବେ। ଏହି ଅବସରରେ ସେ ରାମନାଥପୁରମ ଜିଲ୍ଲାର ପସୁମ୍ପୋନଠାରେ

ପସୁମ୍ପୋନ ମୁଥୁରାମଲିଙ୍ଗା ଥେଭରଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ।

ଉପରାଷ୍ଟ୍ରପତି ସଚିବାଳୟ

ଅନୁଯାୟୀ,

ରାଧାକୃଷ୍ଣନ ତାମିଲନାଡୁର ଡିଣ୍ଡିଗୁଲଠାରେ ଥିବା ଗାନ୍ଧୀଗ୍ରାମ

ଗ୍ରାମୀଣ ପ୍ରତିଷ୍ଠାନ (ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟ)ର ସ୍ୱର୍ଣ୍ଣ ଜୟନ୍ତୀ ସମାରୋହ ଏବଂ

୩୯ତମ ସମାବର୍ତ୍ତନ ଉତ୍ସବରେ ମଧ୍ୟ ଯୋଗଦେବେ।

ପସୁମ୍ପୋନ ମୁଥୁରାମଲିଙ୍ଗା

ଥେଭରଙ୍କ ଜୟନ୍ତୀ ସମାରୋହ ଏବଂ ଗାନ୍ଧୀଗ୍ରାମ ଗ୍ରାମୀଣ ପ୍ରତିଷ୍ଠାନର ଶିକ୍ଷାଗତ

କାର୍ଯ୍ୟକ୍ରମରେ ତାଙ୍କର ଅଂଶଗ୍ରହଣ ଦୃଷ୍ଟିରୁ ଉପରାଷ୍ଟ୍ରପତିଙ୍କ ଏହି ଗସ୍ତ ଗୁରୁତ୍ୱପୂର୍ଣ୍ଣ

ଅଟେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande