ଛାତ୍ର ସଂସଦ ନିର୍ବାଚନ ନିଷ୍ପତିକୁ ବିଜୁ ଛାତ୍ର ଜନତା ଦଳର ସ୍ୱାଗତ
ଭୁବନେଶ୍ୱର, ୦୫ ଅକ୍ଟୋବର (ହି.ସ)- ଛାତ୍ର ସଂସଦ ନିର୍ବାଚନ ନିଷ୍ପତିକୁ ବିଜୁ ଛାତ୍ର ଜନତା ଦଳ ସଭାନେତ୍ରୀ ଇପସିତା ସାହୁ ସ୍ୱାଗତ କରିଛନ୍ତି। ସେ କହିଛନ୍ତି ଯେ ଆମେ ନିର୍ବାଚନ ଘୋଷଣାକୁ ସ୍ୱାଗତ କରୁଛୁ । ମାତ୍ର ତରବରିଆ ଭାବେ କାହିଁକି ଘୋଷଣା କଲେ ତାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ସେ ଅଭିଯୋଗ କର
Ipsita sahoo BJD


ଭୁବନେଶ୍ୱର, ୦୫ ଅକ୍ଟୋବର (ହି.ସ)- ଛାତ୍ର ସଂସଦ ନିର୍ବାଚନ ନିଷ୍ପତିକୁ ବିଜୁ ଛାତ୍ର ଜନତା ଦଳ ସଭାନେତ୍ରୀ ଇପସିତା ସାହୁ ସ୍ୱାଗତ କରିଛନ୍ତି। ସେ କହିଛନ୍ତି ଯେ ଆମେ ନିର୍ବାଚନ ଘୋଷଣାକୁ ସ୍ୱାଗତ କରୁଛୁ । ମାତ୍ର ତରବରିଆ ଭାବେ କାହିଁକି ଘୋଷଣା କଲେ ତାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ସରକାରୀ ସ୍ତରରେ ଚାପ ପ୍ରୟୋଗ କରାଯାଉଛି । କୁଳପତିଙ୍କୁ ଡାକି ବୈଠକ କରି ନିର୍ବାଚନ ଜିତାଇବାକୁ ଉଦ୍ୟମ ଆରମ୍ଭ ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande