ପୋଲସରାରେ ନବନିର୍ମିତ କୋଠଘର ଉଦଘାଟିତ
ଭୁବନେଶ୍ୱର, ୦୬ ଅକ୍ଟୋବର (ହି.ସ) - ରାଜ୍ୟ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମଙ୍ଗଳବାର ପୋଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପ୍ରାଣଦେଇପୁର (ହାତିଓଟ) ଠାରେ ନବନିର୍ମିତ କୋଠଘର''ର ଶୁଭ ଉଦ୍ଘାଟନ କରିଛନ୍ତି। ଏହି ସାମୂହିକ ଭବନ ସ୍ଥାନୀୟ ଗ୍ରାମବାସୀଙ୍କ ସାମାଜିକ, ସାଂସ୍କୃତିକ ତ
njk


ଭୁବନେଶ୍ୱର, ୦୬ ଅକ୍ଟୋବର (ହି.ସ) - ରାଜ୍ୟ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମଙ୍ଗଳବାର ପୋଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପ୍ରାଣଦେଇପୁର (ହାତିଓଟ) ଠାରେ ନବନିର୍ମିତ କୋଠଘର'ର ଶୁଭ ଉଦ୍ଘାଟନ କରିଛନ୍ତି। ଏହି ସାମୂହିକ ଭବନ ସ୍ଥାନୀୟ ଗ୍ରାମବାସୀଙ୍କ ସାମାଜିକ, ସାଂସ୍କୃତିକ ତଥା ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଏକ ପ୍ରମୁଖ ମାଧ୍ୟମ ହେବ। ଗ୍ରାମାଂଚଳର ସାମାଜିକ ଏକତା ଓ ସାମଗ୍ରିକ ବିକାଶ ପାଇଁ ଆମର ଏହି ପ୍ରୟାସ ନିରନ୍ତର ଜାରି ରହିବ ବୋଲି ମନ୍ତ୍ରୀ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande