ସେବା ସେତୁ ଅଭିଯାନ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ଜୟପୁର, ୦୯ ଅକ୍ଟୋବର (ହି.ସ.) - କୋରାପୁଟ ଜିଲା ଜୟପୁର ବ୍ଲକ ସଭାଗୃହରେ ସେବା ସେତୁ ଅଭିଯାନ ଉପରେ ଏକ ସଚେତନତା କାଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବିଡିଓ ଶକ୍ତି ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ତାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜୟପୁର ବିଧାୟକ ତାରା ପ୍ରସାଦ ବାହୀନିପତି ଯୋଗ ଦେଇଥିବା ବେଳେ ସ
ସେବା ସେତୁ ଅଭିଯାନ ଉପରେ ସଚେତନତା କାଯ୍ୟକ୍ରମ ଅନୁଷ୍ଟିତ


ଜୟପୁର, ୦୯ ଅକ୍ଟୋବର (ହି.ସ.) - କୋରାପୁଟ ଜିଲା ଜୟପୁର ବ୍ଲକ ସଭାଗୃହରେ ସେବା ସେତୁ ଅଭିଯାନ ଉପରେ ଏକ ସଚେତନତା କାଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବିଡିଓ ଶକ୍ତି ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ତାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜୟପୁର ବିଧାୟକ ତାରା ପ୍ରସାଦ ବାହୀନିପତି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ତିଳୋତମା ମୁଦୁଲି, ଉପାଧ୍ୟକ୍ଷ ଗଣେଷ ପାଢୀ, ଜିଲା ପରିଷଦ ସଭ୍ୟା ତପତି ପଟ୍ଟନାୟକ ଉପସ୍ଥିତ ଥିଲେ । ଜନ ବୋ ହିଁ ଆମର ସକଳ୍ପ, ଲୋକ କଲ୍ୟାଣ ହିଁ ଆମର ଲକ୍ଷ୍ୟ ଉପରେ ସଚେତନ କରାଯାଇଥିଲ।। ଏଠାରେ ଜୟପୁର ବ୍ଲର ୨୨ ଟି ପଂଚାୟତରେ ସରକାରି ଯୋଜନାରେ ଯୋଗ୍ୟ ହିତାଧିକାରି ଯେପରି ବଂଚିତ ନହେବେ ସେଥି ପାଇ ସଚେତନ କରାଯାଇଥିଲା । ଏଠାରେ ସମତି ସଭ୍ୟ, ସରପଂଚ ପ୍ରମୁଖ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande