କେନ୍ଦୁଝର ସରକାରୀ ମହିଳା ମହାବିଦ୍ୟାଳୟ ରେ ନିର୍ବାଚନ, ପର୍ôଥପତ୍ର ଦାଖଲ ପାଇଁ ବାହାରିଲେ ବିଦ୍ୟାର୍ଥୀ ପରିଷଦର ଛାତ୍ରନେତା
କେନ୍ଦୁଝର, ୦୯ ଅକ୍ଟୋବର (ହି.ସ.) - ଦୀର୍ଘ ଆଠ ବର୍ଷ ପରେ ହେବାକୁ ଯାଉଛି କଲେଜ ରେ ନିର୍ବାଚନ। ଏନେଇ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଛି। ଆଜି କେନ୍ଦୁଝର ସହର ମହିଳା ମହାବିଦ୍ୟାଳୟ ଛାତ୍ରୀ ମାନେ ସ୍ଥାନିୟ ଲକ୍ଷ୍ମୀ ମନ୍ଦିରରୁ ପୁଜା ଆରମ୍ଭ କରି ଏକ ବିରାଟ ଶୋଭାଯାତ୍ରାରେ କଲେଜ
Dd university


କେନ୍ଦୁଝର, ୦୯ ଅକ୍ଟୋବର (ହି.ସ.) - ଦୀର୍ଘ ଆଠ ବର୍ଷ ପରେ ହେବାକୁ ଯାଉଛି କଲେଜ ରେ ନିର୍ବାଚନ। ଏନେଇ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଛି। ଆଜି କେନ୍ଦୁଝର ସହର ମହିଳା ମହାବିଦ୍ୟାଳୟ ଛାତ୍ରୀ ମାନେ ସ୍ଥାନିୟ ଲକ୍ଷ୍ମୀ ମନ୍ଦିରରୁ ପୁଜା ଆରମ୍ଭ କରି ଏକ ବିରାଟ ଶୋଭାଯାତ୍ରାରେ କଲେଜ୍ ପର୍ଯ୍ୟତ ବାହରିଥିଲେ। ଛାତ୍ର ଶକ୍ତି ରାଷ୍ଟ୍ର ଶକ୍ତି ନାରା ଦେଇ ପାର୍ଥୀ ମାନେ କଲେଜ୍ ପରିସରକୁ ଜାଇଥିଲେ। ପାର୍ôଥନୀ ମାନେ ବେସ ଉତ୍ସାହିତ ଥିବା ବେଳେ ନିଶ୍ଚୟ ଜିତିବେ ବୋଲି ଆଶା ବ୍ୟକ୍ତ କରିଥିବ ବେଳେ ମହାବିଦ୍ୟାଳୟ ର ବିକାସ କୁ ପ୍ରାଧାନ୍ୟ ଦେବେ ବୋଲି ପ୍ରକାଶ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande