କଲେଜ ନିର୍ବାଚନ ଗୋଟିଏ ମାଇଲଖୁଣ୍ଟ ନୁହେଁ- ବାବୁ ସିଂ
ଭୁବନେଶ୍ୱର, 09 ଅକ୍ଟୋବର (ହି.ସ.)- ଛାତ୍ର ସଂସଦ ନିର୍ବାଚନକୁ ନେଇ ବାବୁ ସିଂ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଛାତ୍ରମାନେ ଆଗାମୀ ଦିନର ଭବିଷ୍ୟତ। କଲେଜ ନିର୍ବାଚନକୁ ଏକ ବନ୍ଧୁତାପୂର୍ଣ୍ଣ ନିର୍ବାଚନ ଭାବନ୍ତୁ । ନିର୍ବାଚନ ପରେ ଭାଇ ଭାଇ ହୋଇ ରୁହନ୍ତୁ।
କଲେଜ ନିର୍ବାଚନ ଗୋଟିଏ     ମାଇଲଖୁଣ୍ଟ ନୁହେଁ- ବାବୁ ସିଂ


ଭୁବନେଶ୍ୱର, 09 ଅକ୍ଟୋବର (ହି.ସ.)- ଛାତ୍ର ସଂସଦ

ନିର୍ବାଚନକୁ ନେଇ ବାବୁ ସିଂ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଛାତ୍ରମାନେ ଆଗାମୀ

ଦିନର ଭବିଷ୍ୟତ। କଲେଜ ନିର୍ବାଚନକୁ ଏକ ବନ୍ଧୁତାପୂର୍ଣ୍ଣ ନିର୍ବାଚନ ଭାବନ୍ତୁ । ନିର୍ବାଚନ ପରେ

ଭାଇ ଭାଇ ହୋଇ ରୁହନ୍ତୁ। କଲେଜ ନିର୍ବାଚନ ଗୋଟିଏ ମାଇଲଖୁଣ୍ଟ ନୁହେଁ। କଲେଜ ବାତାବରଣକୁ ଖରାପ ନ

କରନ୍ତୁ ବୋଲି ସେ ଅପିଲ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande