ଏମଏମଡିଆରକୁ ନେଇ ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଓ ଭ୍ରମ ସୃଷ୍ଟି କରିବାକୁ ଉଦ୍ୟମ କରାଯାଉଛି- ମନମୋହନ
ଭୁବନେଶ୍ୱର, 09 ଅକ୍ଟୋବର (ହି.ସ.)- ନବୀନ ପଟ୍ଟନାୟକଙ୍କ ପଦଯାତ୍ରା ଏବଂ ଏମଏମଡିଆର ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ । ସେ କହିଛନ୍ତି ଯେ, ଏହି ପ୍ରସଙ୍ଗରେ ଲୋକେ ସବୁକିଛି ଜାଣିସାରିଛନ୍ତି । ଯେଉଁ ପ୍ରସଙ୍ଗକୁ ନେଇ ଲୋ
ଏମଏମଡିଆରକୁ ନେଇ ଲୋକଙ୍କ     ମଧ୍ୟରେ ଦ୍ୱନ୍ଦ୍ୱ ଓ ଭ୍ରମ ସୃଷ୍ଟି କରିବାକୁ ଉଦ୍ୟମ କରାଯାଉଛି- ମନମୋହନ


ଭୁବନେଶ୍ୱର, 09 ଅକ୍ଟୋବର (ହି.ସ.)- ନବୀନ

ପଟ୍ଟନାୟକଙ୍କ ପଦଯାତ୍ରା ଏବଂ ଏମଏମଡିଆର ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପିର

ରାଜ୍ୟ ସଭାପତି ମନମୋହନ ସାମଲ । ସେ କହିଛନ୍ତି ଯେ, ଏହି ପ୍ରସଙ୍ଗରେ ଲୋକେ ସବୁକିଛି ଜାଣିସାରିଛନ୍ତି ।

ଯେଉଁ ପ୍ରସଙ୍ଗକୁ ନେଇ ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଓ ଭ୍ରମ ସୃଷ୍ଟି କରିବାକୁ ଉଦ୍ୟମ କରାଯାଉଛି, ସେହି ଉଦ୍ୟମ ବିଫଳ ହୋଇଛି। ଲୋକେ ଏବେ ଏସବୁ କଥା

ଶୁଣିବା ସ୍ଥିତିରେ ନାହାନ୍ତି। ଆଗାମୀ ଦିନରେ ଲୋକେ ଏହାର ସ୍ପଷ୍ଟ ଜବାବ ଦେବେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande