ଗ୍ରାମୀଣ ବିକାଶର ଅଗ୍ରଗତି ଓ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ନେଇ ସାପ୍ତାହିକ ସମୀକ୍ଷା ବୈଠକ
ଭୁବନେଶ୍ୱର , ୦୯ ଅକ୍ଟୋବର (ହି.ସ.) - ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର କମିଶନର-ତଥା-ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଆଭାସୀ ମାଧ୍ୟମରେ ରାଜ୍ୟସ୍ତରୀୟ ସାପ୍ତାହିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜ୍ୟର ସମସ୍ତ ଜିଲ୍ଲାର ସିଡିଓ କମ୍ ଇଓ ଜିଲ୍ଲା ପରିଷଦ ମାନଙ୍କ ସହ ନିର୍ଦ୍ଦେଶକ ,ସ୍ୱତନ
GBhzj


ଭୁବନେଶ୍ୱର , ୦୯ ଅକ୍ଟୋବର (ହି.ସ.) - ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର କମିଶନର-ତଥା-ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଆଭାସୀ ମାଧ୍ୟମରେ ରାଜ୍ୟସ୍ତରୀୟ ସାପ୍ତାହିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜ୍ୟର ସମସ୍ତ ଜିଲ୍ଲାର ସିଡିଓ କମ୍ ଇଓ ଜିଲ୍ଲା ପରିଷଦ ମାନଙ୍କ ସହ ନିର୍ଦ୍ଦେଶକ ,ସ୍ୱତନ୍ତ୍ର ପ୍ରକଳ୍ପ,ନିର୍ଦ୍ଦେଶକ,ପଂଚାୟତିରାଜ, ସ୍ୱତନ୍ତ୍ର ସଚିବ ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରିଥିଲେ।

ଯୋଜନାଗୁଡ଼ିକର ସମୟୋଚିତ କାର୍ଯ୍ୟାନ୍ୱୟନ, ଉନ୍ନୟନମୂଳକ କାର୍ଯ୍ୟରେ ତ୍ୱରାନ୍ୱିତ ଅଗ୍ରଗତି ଏବଂ ସରକାରୀ ସେବାର ସୁଫଳ ତୃଣମୂଳ ସ୍ତରରେ ପହଂଚାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande