ବ୍ରହ୍ମପୁରରେ ସଫେଇ, ରାସନ ବଣ୍ଟନ ଯାଞ୍ଚ କଲେ ଗଞ୍ଜାମ ଜିଲ୍ଲାପାଳ ଓ ବିଇଏମସି କମିଶନର
ଗଞ୍ଜାମ, ୧୬ ନଭେମ୍ବର (ହି.ସ.)- ଆଜି ଗଞ୍ଜାମ ଜିଲ୍ଲାପାଳ ଓ ବ୍ରହ୍ମପୁର ମହାନଗର ନିଗମ କମିଶନର ଗୋସାଣୀନୂଆଗାଁ ରାଜା ରାଣୀ ଆପାର୍ଟମେଣ୍ଟ ନିକଟ, ଗଜପତି ନଗର, କଳିଙ୍ଗ ନଗର ଅଞ୍ଚଳରେ ଚାଲିଥିବା ନାଳ ପୋତି ସଫା (ଡି-ସିଲ୍ଟିଂ) କାମ ବୁଲି ଦେଖି ଅଗ୍ରଗତି ସମୀକ୍ଷା କରିଛନ୍ତି। ଏହାସହ ବିଭିନ୍ନ ସୁଲଭ ମ
Qertyuui


ଗଞ୍ଜାମ, ୧୬ ନଭେମ୍ବର (ହି.ସ.)- ଆଜି ଗଞ୍ଜାମ ଜିଲ୍ଲାପାଳ ଓ ବ୍ରହ୍ମପୁର ମହାନଗର ନିଗମ କମିଶନର ଗୋସାଣୀନୂଆଗାଁ ରାଜା ରାଣୀ ଆପାର୍ଟମେଣ୍ଟ ନିକଟ, ଗଜପତି ନଗର, କଳିଙ୍ଗ ନଗର ଅଞ୍ଚଳରେ ଚାଲିଥିବା ନାଳ ପୋତି ସଫା (ଡି-ସିଲ୍ଟିଂ) କାମ ବୁଲି ଦେଖି ଅଗ୍ରଗତି ସମୀକ୍ଷା କରିଛନ୍ତି।

ଏହାସହ ବିଭିନ୍ନ ସୁଲଭ ମୂଲ୍ୟ ଦୋକାନ ପରିଦର୍ଶନ କରି ରାସନ କାର୍ଡଧାରୀଙ୍କୁ ପୂରା ୫୦ କେଜି ଚାଉଳ ବଣ୍ଟନ ହେଉଛି କି ନାହିଁ ଯାଞ୍ଚ ମଧ୍ୟ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande