ସାଇବର ହଇରାଣ ଓ ଅଶ୍ଳୀଳ ଫଟୋ ଭାଇରାଲ୍ ମାମଲାରେ ଜଣେ ଗିରଫ
ଗଂଜାମ, 16 ନଭେମ୍ବର (ହି.ସ.) ବୈଦ୍ୟନାଥପୁର ଥାନା କେସ୍ ନଂ 583/2026 - ପୀଡିତାଙ୍କ ଅଜାଣତରେ ଅଶ୍ଳୀଳ ଫଟୋ ଉଠାଇ ୱାଟ୍ସଆପରେ ପରିବାର ଲୋକଙ୍କୁ ପଠାଇ ବ୍ଲାକମେଲ୍, ତାଙ୍କ ନାଁରେ ନକଲି ଫେସବୁକ୍-ଇନଷ୍ଟାଗ୍ରାମ ଆକାଉଣ୍ଟ ଖୋଲି ଅଶ୍ଳୀଳ ଫଟୋ-ଭିଡିଓ ଅପଲୋଡ୍ ଓ ଧମକପୂର୍ଣ୍ଣ ଭଏସ ମେସେଜ ପଠାଉଥିଲା। ଆଙ୍କ
Qrrtyuiioo


ଗଂଜାମ, 16 ନଭେମ୍ବର (ହି.ସ.) ବୈଦ୍ୟନାଥପୁର ଥାନା କେସ୍ ନଂ 583/2026 - ପୀଡିତାଙ୍କ ଅଜାଣତରେ ଅଶ୍ଳୀଳ ଫଟୋ ଉଠାଇ ୱାଟ୍ସଆପରେ ପରିବାର ଲୋକଙ୍କୁ ପଠାଇ ବ୍ଲାକମେଲ୍, ତାଙ୍କ ନାଁରେ ନକଲି ଫେସବୁକ୍-ଇନଷ୍ଟାଗ୍ରାମ ଆକାଉଣ୍ଟ ଖୋଲି ଅଶ୍ଳୀଳ ଫଟୋ-ଭିଡିଓ ଅପଲୋଡ୍ ଓ ଧମକପୂର୍ଣ୍ଣ ଭଏସ ମେସେଜ ପଠାଉଥିଲା। ଆଙ୍କୁଲିର ଏ. ଦୀପକ ରାଓ (37)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ମୋବାଇଲ୍ ଜବତ, ଡିଜିଟାଲ୍ ପ୍ରମାଣ ସଂଗ୍ରହ, ତଦନ୍ତ ଜାରି ରହିଛି।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande