
ଗଞ୍ଜାମ, ୧୬ ନଭେମ୍ବର (ହି.ସ.)- ବ୍ରହ୍ମପୁର ସଦର ଥାନା - ଗୌତମୀ ସୁଣ୍ଢି ସାହିରେ ଚଢଉ କରି ଖସି ଯାଉଥିବା ଅଭ୍ୟାସଗତ ମଦ ବ୍ୟବସାୟୀକୁ ଗିରଫ କରିଛି ପୁଲିସ। ଗିରିଫଜଣକ ହେଲେ ସଞ୍ଜୟ କୁମାର ସାହୁ। ତା' ଠାରୁ ଜବତ ହୋଇଛି ୩୧.୮ଲିଟର ଦେଶୀ ମଦ। ଗିରିଫ ମଦ ବ୍ୟବସାୟୀକୁ ଆଜି କୋର୍ଟଚାଲଣ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ