ଶ୍ୟାମାକାଳୀ ସାଂସ୍କୃତିକ ମଣ୍ଡପ ଉଦଘାଟିତ
ଭଦ୍ରକ, ୧୬ ନଭେମ୍ବର (ହି.ସ.) - ଭଦ୍ରକ-ଆଖଣ୍ଡଳମଣି ରାଜ୍ୟ ରାଜପଥର ଆନନ୍ଦ ବଜାର ଠାରେ ମା''ଶ୍ୟାମାକାଳୀ ସାଂସ୍କୃତିକ ମଣ୍ଡପ ଉଦଘାଟିତ ହୋଇଛି।ଭଦ୍ରକ ସାଂସଦଙ୍କ ଆଂଚଳିକ ଉନ୍ନୟନ ପାଣ୍ଠିରୁ ନିର୍ମିତ ହୋଇଥିବା ଏହି ପ୍ରକଳ୍ପକୁ ବିଧାୟକ ସିତାଂଶୁ ଶେଖର ମହାପାତ୍ର ମୁଖ୍ୟ ଅତିଥି ରୂପେ ଉଦଘାଟନ କରି ଆଧ୍ୟ
SHYAMAKALI SANSKRUTIKA MANDAP


ଭଦ୍ରକ, ୧୬ ନଭେମ୍ବର (ହି.ସ.) - ଭଦ୍ରକ-ଆଖଣ୍ଡଳମଣି ରାଜ୍ୟ ରାଜପଥର ଆନନ୍ଦ ବଜାର ଠାରେ ମା'ଶ୍ୟାମାକାଳୀ ସାଂସ୍କୃତିକ ମଣ୍ଡପ ଉଦଘାଟିତ ହୋଇଛି।ଭଦ୍ରକ ସାଂସଦଙ୍କ ଆଂଚଳିକ ଉନ୍ନୟନ ପାଣ୍ଠିରୁ ନିର୍ମିତ ହୋଇଥିବା ଏହି ପ୍ରକଳ୍ପକୁ ବିଧାୟକ ସିତାଂଶୁ ଶେଖର ମହାପାତ୍ର ମୁଖ୍ୟ ଅତିଥି ରୂପେ ଉଦଘାଟନ କରି ଆଧ୍ୟାତ୍ମିକ ସାଂସ୍କୃତିକ ଏବଂ ସାମାଜିକ କାର୍ଯ୍ୟକ୍ରମରେ ଏହାକୁ ଉପଯୋଗ କରାଯାଇ ପାରିବ ବୋଲି ମତ ଦେଇଥିଲେ।ଭଦ୍ରକ ପଂଚାୟତ ସମିତିର ପ୍ରାକ୍ତନ ଅଧ୍ୟକ୍ଷ ଭାସ୍କର ଚନ୍ଦ୍ର ସାହୁ,ବିଜେପି ଜିଲ୍ଲା ସମ୍ପାଦକ ଆଦିକନ୍ଦ ନାୟକ, ଜିଲ୍ଲା ମିଡ଼ିଆ ସେଲ ସଂଯୋଜକ ବୈକୁଣ୍ଠ ନାଥ ସାହୁ,ସାତଭଉଣୀ ମଣ୍ଡଳ ସଭାପତି ସୀତାରାମ ସେଠୀ,ଶଶିକାନ୍ତ ସାହୁ,ରଘୁନାଥ ସାହୁ,ରଘୁନାଥ ବିଶ୍ୱାଳ,କେଶବ ଦାଶ,ଉଜ୍ଜ୍ୱଳ ନାଥ,ପୂର୍ଣ୍ଣଚନ୍ଦ୍ର ପୋଥାଳ,ଗଣେଶ ରାଉତ,ଯୋଗେନ୍ଦ୍ର ପରିଡ଼ା,ଗଙ୍ଗାଧର ନାୟକ,ବେଣୁଧର ବିଶ୍ୱାଳ,ଅକ୍ଷୟ ଖଟୁଆ,ଗୋଲକ ପୃଷ୍ଟି,ରାଜନ ପଣ୍ଡା,ପୂର୍ଣ୍ଣଚନ୍ଦ୍ର ସେନାପତି,ସଞ୍ଜୀବ ପଣ୍ଡା,ରାମଚନ୍ଦ୍ର ସାହୁ,ସୁବାସ ସାହୁ,ଧନେଶ୍ୱର ଯେନା ପ୍ରମୁଖ ଉପସ୍ଥିତ ଥିଲେ।ସେହିପରି ବିଧାୟକ ସିତାଂଶୁ ଶେଖର ଗଞ୍ଜାମାଳ ଠାରେ ପ୍ରସ୍ତାବିତ ନୂତନ ଆରଡ଼ି ସଡ଼କ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ


 rajesh pande