ସ୍କର୍ପିଓ ଭଡ଼ା ବାହାନାରେ ଠକେଇ, ଜଣେ ଗିରଫ
ଗଂଜାମ, 16 ନଭେମ୍ବର (ହି.ସ.) ଗୋଳନ୍ଥରା ଥାନା କେସ୍ ନଂ 485/2026 - ବାପାଙ୍କ ହୃଦ୍ରୋଗ ଅସ୍ତ୍ରୋପଚାର ବାହାନା ଦେଖାଇ କଳା ସ୍କର୍ପିଓ କ୍ଲାସିକ୍ ଏସ11 (26 ବିଏଚ 0134ଜି) ଭଡ଼ାରେ ଦେବା ନାଁରେ ଷ୍ଟାମ୍ପ୍ ପେପରରେ ଚୁକ୍ତି କରି ବିଜିପୁରର ଅଭିଯୋଗକାରୀଙ୍କଠାରୁ ନଗଦ 1,90,000 ଓ ଫୋନ୍ପେ''ରେ 70,000
Qertyiii


ଗଂଜାମ, 16 ନଭେମ୍ବର (ହି.ସ.) ଗୋଳନ୍ଥରା ଥାନା କେସ୍ ନଂ 485/2026 - ବାପାଙ୍କ ହୃଦ୍ରୋଗ ଅସ୍ତ୍ରୋପଚାର ବାହାନା ଦେଖାଇ କଳା ସ୍କର୍ପିଓ କ୍ଲାସିକ୍ ଏସ11 (26 ବିଏଚ 0134ଜି) ଭଡ଼ାରେ ଦେବା ନାଁରେ ଷ୍ଟାମ୍ପ୍ ପେପରରେ ଚୁକ୍ତି କରି ବିଜିପୁରର ଅଭିଯୋଗକାରୀଙ୍କଠାରୁ ନଗଦ 1,90,000 ଓ ଫୋନ୍ପେ'ରେ 70,000 ଟଙ୍କା ନେଇ ଠକିଥିଲା। ମୁଜାଗଡ, ଭଞ୍ଜନଗରର ଅସିତ ଅଂଶୁମାନ ସାହୁ (20)ଙ୍କୁ , ତୁଳୁ ରୋଡରୁ ଗିରଫ କରି ସ୍କର୍ପିଓ ଓ ଚୁକ୍ତି କାଗଜ ଜବତ କରି କୋର୍ଟ ଚାଲାଣ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande