
ଭୁବନେଶ୍ୱର, 16 ନଭେମ୍ବର (ହି.ସ.)- ବିହାର ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି
ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏକ୍ସ ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି କରି ପ୍ରଭାତି
ପରିଡା କହିଛନ୍ତି ଯେ, ବିହାରର ମୁଖ୍ୟମନ୍ତ୍ରୀ ଶ୍ରୀ ସମ୍ରାଟ ଚୌଧୁରୀଜୀଙ୍କୁ ଜନ୍ମଦିନର
ହାର୍ଦ୍ଦିକ ଶୁଭେଚ୍ଛା।
ବିହାରର ବିକାଶ ଏବଂ ରାଜ୍ୟବାସୀଙ୍କ କଲ୍ୟାଣ ପ୍ରତି ତାଙ୍କର ନିଷ୍ଠା
ଓ ସମର୍ପଣ ରାଜ୍ୟ ପାଇଁ ନୂତନ ସୁଯୋଗ ଓ ପ୍ରଗତିର ଦ୍ୱାର ଖୋଲିବାରେ ନିରନ୍ତର ସହାୟକ ହେଉ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା