ବିଜେପିରେ ସାମଲ ହେଲେ ବଡ଼ଶିରିବିଳା ଗ୍ରାମପଞ୍ଚାୟତର ବିଜେଡି କାର୍ଯ୍ୟକର୍ତ୍ତା
ଭୁବନେଶ୍ୱର, 16 ନଭେମ୍ବର (ହି.ସ.)- ଆଜି ନିମାପଡ଼ା-ଗୋପ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବଡ଼ଶିରିବିଳା ଗ୍ରାମପଞ୍ଚାୟତର ବିଜେଡି କାର୍ଯ୍ୟକର୍ତ୍ତାମାନେ ବିଜେପିରେ ସାମିଲ ହୋଇଛନ୍ତି । ଏହି ଅବସରରେ ପ୍ରଭାତି ପରିଡା ସମସ୍ତଙ୍କୁ ହାର୍ଦ୍ଦିକ ସ୍ୱାଗତ କରିଛନ୍ତି । ଆପଣମାନଙ୍କ ମିଳିତ
ବିଜେପି


ଭୁବନେଶ୍ୱର, 16 ନଭେମ୍ବର (ହି.ସ.)- ଆଜି ନିମାପଡ଼ା-ଗୋପ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ

ବଡ଼ଶିରିବିଳା ଗ୍ରାମପଞ୍ଚାୟତର ବିଜେଡି କାର୍ଯ୍ୟକର୍ତ୍ତାମାନେ ବିଜେପିରେ ସାମିଲ ହୋଇଛନ୍ତି । ଏହି

ଅବସରରେ ପ୍ରଭାତି ପରିଡା ସମସ୍ତଙ୍କୁ ହାର୍ଦ୍ଦିକ ସ୍ୱାଗତ କରିଛନ୍ତି । ଆପଣମାନଙ୍କ ମିଳିତ ଉଦ୍ୟମ ସଂଗଠନକୁ ଆହୁରି ମଜବୁତ

କରିବା ସହ ଅଞ୍ଚଳର ବିକାଶ ଯାତ୍ରାକୁ ନୂଆ ଗତି ଦେବ ବୋଲି ସେ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande