ପବିତ୍ର ଛଠ ମହାପର୍ବର ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 16 ନଭେମ୍ବର (ହି.ସ.)- ପବିତ୍ର ଛଠ ମହାପର୍ବର ଶୁଭେଚ୍ଛା ଜଣାଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ଏକ୍ସ ହ୍ୟାଣ୍ଡେଲରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଆଜି ପ୍ରାତଃକାଳୀନ ଉଷା ଅର୍ଘ୍ୟ ଅର୍ପଣ ସହିତ ପବିତ୍ର ଛଠ ମହାପର୍ବ
ଛଠ୍


ଭୁବନେଶ୍ୱର, 16 ନଭେମ୍ବର (ହି.ସ.)- ପବିତ୍ର ଛଠ ମହାପର୍ବର ଶୁଭେଚ୍ଛା ଜଣାଇଛନ୍ତି ପୂର୍ବତନ

କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ଏକ୍ସ ହ୍ୟାଣ୍ଡେଲରେ ଧର୍ମେନ୍ଦ୍ର

ପ୍ରଧାନ କହିଛନ୍ତି ଯେ, ଆଜି ପ୍ରାତଃକାଳୀନ ଉଷା ଅର୍ଘ୍ୟ ଅର୍ପଣ ସହିତ ପବିତ୍ର ଛଠ ମହାପର୍ବର

ସମାପନ ହୋଇଛି।

ଚାରି ଦିନ ଧରି ଆସ୍ଥା, ଶ୍ରଦ୍ଧା ଓ ଭକ୍ତିଭାବରେ ପରିପୂର୍ଣ୍ଣ ଏହି ପବିତ୍ର ପର୍ବ ଅବସରରେ

ଛଠୀ ମାଆ ଓ ସୂର୍ଯ୍ୟଦେବଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ, ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି, ଉତ୍ତମ ସ୍ୱାସ୍ଥ୍ୟ

ଓ ସମୃଦ୍ଧି ବଜାୟ ରହୁ। ପ୍ରତ୍ୟେକ ଘର ଓ ଅଗଣା ଖୁସିର ଆଲୋକରେ ଉଜ୍ଜ୍ୱଳ ହୋଇଉଠୁ ଏବଂ ସମସ୍ତଙ୍କ

ମନୋକାମନା ପୂର୍ଣ୍ଣ ହେଉ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande