କାର୍ଯ୍ୟକ୍ରମକୁ ନ ଆସି ଉପରାଷ୍ଟ୍ରପତିଙ୍କୁ ଅପମାନ କରିଛନ୍ତି ବିରୋଧୀ- ସୁରେଶ ପୂଜାରୀ
ଭୁବନେଶ୍ୱର, 16 ନଭେମ୍ବର (ହି.ସ.)- -ବିଧାୟକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ବିରୋଧୀ ସାମିଲ ନହେବା ଉପରେ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି ଯେ, ମୁଁ ସ୍ଥାୟୀ ଛାତ୍ର । ଜୀବନ ଯାକ ପାଠ ପଢିବାକୁ ଚେଷ୍ଟା କରିବି । ନୂଆ ଶିଖିବାକୁ
କାର୍ଯ୍ୟକ୍ରମକୁ ନ ଆସି ଉପରାଷ୍ଟ୍ରପତିଙ୍କୁ ଅପମାନ କରିଛନ୍ତି     ବିରୋଧୀ- ସୁରେଶ ପୂଜାରୀ


ଭୁବନେଶ୍ୱର, 16 ନଭେମ୍ବର (ହି.ସ.)- -ବିଧାୟକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ବିରୋଧୀ ସାମିଲ

ନହେବା ଉପରେ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି ଯେ, ମୁଁ ସ୍ଥାୟୀ ଛାତ୍ର । ଜୀବନ ଯାକ ପାଠ

ପଢିବାକୁ ଚେଷ୍ଟା କରିବି । ନୂଆ ଶିଖିବାକୁ

ଚେଷ୍ଟା କରିବି । କିନ୍ତୁ

ବୋଧେ ବିରୋଧୀ ଶିଖିବାକୁ

ପ୍ରସ୍ତୁତ ନାହାଁନ୍ତି । ବିରୋଧୀ ଏହି

କାର୍ଯ୍ୟକ୍ରମକୁ ନ ଆସି ଉପରାଷ୍ଟ୍ରପତିଙ୍କୁ

ଅସମ୍ମାନ କରିଛନ୍ତି । ଏହା ଏକ

ବିଧାନସଭା କାର୍ଯ୍ୟକ୍ରମ । ଏହା କୌଣସି ସରକାରୀ

କାର୍ଯ୍ୟକ୍ରମ ନୁହେଁ । ବିରୋଧୀ ଏହାର ଗୁରୁତ୍ଵ ବୁଝିବା ଦରକାର ବୋଲି କହିଛନ୍ତି ସୁରେଶ ପୂଜାରୀ । ଏଠାରେ

ସୂଚନା ଯୋଗୁ ବିଧାୟକ ପ୍ରଶିକ୍ଷକ କାର୍ଯ୍ୟକ୍ରମକୁ ଉଭୟ ଦଳର ବିଧାୟକ ଆସିନାହାନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande