
ଭୁବନେଶ୍ୱର, 16 ନଭେମ୍ବର (ହି.ସ.)- ଛଠ୍ ମହାପର୍ବର ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ
ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ଉଦୟମାନ
ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଅର୍ପଣ କରି ମାଆ ଓ ଭଉଣୀମାନେ ଶ୍ରଦ୍ଧା, ଆସ୍ଥା ଓ ସମର୍ପଣର
ସହ ଛଠ୍ ମହାପର୍ବର ସମାପନ କରିଛନ୍ତି। ଛଠୀ ମାଆ ସମସ୍ତ ବ୍ରତଧାରୀଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି
ବଜାୟ ରଖନ୍ତୁ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା