ଅପରାହ୍ନ ୪ଟାରେ ଏସଆରସିଙ୍କ ଅଫିସରେ ‘ବାତ୍ୟା’ ବୈଠକ
ଭୁବନେଶ୍ୱର, 16 ନଭେମ୍ବର (ହି.ସ.)- ଆଜି ଅପରାହ୍ନ ୪ଟାରେ ଏସଆରସିଙ୍କ ଅଫିସରେ ‘ବାତ୍ୟା’ ବୈଠକ ବସିବ । ଏନେଇ ସମସ୍ତ ଅଧିକାରୀଙ୍କୁ ଉପସ୍ଥିତ ପାଇଁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ନିର୍ଦ୍ଦେଶ ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ, ଆନ୍ଧ୍ର ଉପକୂଳ ଛୁଇଁବା ନେଇ ସୂଚନା ରହିଛି
ଅପରାହ୍ନ ୪ଟାରେ ଏସଆରସିଙ୍କ ଅଫିସରେ ‘ବାତ୍ୟା’ ବୈଠକ


ଭୁବନେଶ୍ୱର, 16 ନଭେମ୍ବର (ହି.ସ.)- ଆଜି ଅପରାହ୍ନ ୪ଟାରେ ଏସଆରସିଙ୍କ ଅଫିସରେ ‘ବାତ୍ୟା’

ବୈଠକ ବସିବ । ଏନେଇ ସମସ୍ତ ଅଧିକାରୀଙ୍କୁ ଉପସ୍ଥିତ ପାଇଁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ

ନିର୍ଦ୍ଦେଶ ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ, ଆନ୍ଧ୍ର ଉପକୂଳ ଛୁଇଁବା ନେଇ ସୂଚନା ରହିଛି । ଗଞ୍ଜାମ, ଗଜପତି, ରାୟଗଡ଼ା, ପୁରୀ ଜିଲ୍ଲାକୁ ଟିକେ ଅଧିକ ବିପଦ । ଯାଜପୁର, ଭଦ୍ରକ ଉପକୂଳ, ଦକ୍ଷିଣ ଓଡ଼ିଶା

ପାଇଁ ୱାର୍ଣିଂ ଜାରି ହୋଇଛି । ସମସ୍ତ ଜିଲ୍ଲା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande