
ଗଞ୍ଜାମ, ୧୭ ନଭେମ୍ବର (ହି.ସ.)- ଅକଵାନ ବାତ୍ୟା ଓ ବନ୍ୟାରୁ ଗଞ୍ଜାମ ଜିଲ୍ଲାକୁ ରକ୍ଷା କରିବା ପାଇଁ ଗତକାଲି ଠାରୁ ଘୋଡାହାଡ, ଵାଘଲଟି ଜଳଭଣ୍ଡାରରୁ ଜଳ ନିଷ୍କାସନ କରାଯାଉଛି। ପ୍ରାୟ ୫୦ ଭାଗ ଜଳ ଜଳଭଣ୍ଡାର ଗୁଡିକରୁ ଖାଲି କରାଯାଉଛି ବୋଲି ଜଳସେଚନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ