ବଡ଼ବଜାର: ଗହଣା ଦୋକାନରୁ ସୁନା ମୁଦି ଚୋରି, ମହିଳା ଚୋର ଗିରଫ
ଗଂଜାମ, 17 ନଭେମ୍ବର (ହି.ସ.) ବଡ଼ବଜାର ଥାନା କେସ୍ ନଂ 832/2026 - 30.10.26ରେ ସାନବଜାର ଛକସ୍ଥିତ ନ୍ୟୁ ସୁରେଶ ଜୁଏଲର୍ସରେ ସୁନା କିଣିବା ବାହାନାରେ ପଶି ଦୋକାନୀ ବ୍ୟସ୍ତ ଥିବା ବେଳେ ସୁନା ମୁଦି ଚୋରି କରି ସହଯୋଗୀ ସହ ଫେରାର ହୋଇଯାଇଥିଲେ। ପୁଲିସ ପଚରାଉଚରାରେ ଚୋରି କରିଥିବା ସ୍ୱୀକାର କଲେ ମଧ୍ୟ
Qetyuiio


ଗଂଜାମ, 17 ନଭେମ୍ବର (ହି.ସ.) ବଡ଼ବଜାର ଥାନା କେସ୍ ନଂ 832/2026 - 30.10.26ରେ ସାନବଜାର ଛକସ୍ଥିତ ନ୍ୟୁ ସୁରେଶ ଜୁଏଲର୍ସରେ ସୁନା କିଣିବା ବାହାନାରେ ପଶି ଦୋକାନୀ ବ୍ୟସ୍ତ ଥିବା ବେଳେ ସୁନା ମୁଦି ଚୋରି କରି ସହଯୋଗୀ ସହ ଫେରାର ହୋଇଯାଇଥିଲେ। ପୁଲିସ ପଚରାଉଚରାରେ ଚୋରି କରିଥିବା ସ୍ୱୀକାର କଲେ ମଧ୍ୟ ମୁଦି ଫେରାଇବାକୁ ମନା କରିଦେଇଛନ୍ତି। ଏହି ଘଟଣାରେ ପୁଲିସ ହରଡ଼ାଖଣ୍ଡି ଗୌରୀ ଷ୍ଟ୍ରିଟର ଝୁମୁରୀ ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସହଯୋଗୀଙ୍କୁ ଧରିବା ପାଇଁ ତଦନ୍ତ ଜାରି।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande