ବିବାହ ପ୍ରତିଶ୍ରୁତି ଦେଇ ଠକେଇ ଅଭିଯୋଗରେ ଯୁବକ ଗିରଫ
ଗଞ୍ଜାମ ୧୭ନଭେମ୍ବର(ହିସ) - କାଳିଆ ବେହେରା ନାମକ ଜଣେ ଯୁବକ ୭ ବର୍ଷ ଧରି ୨୩ ବର୍ଷୀୟା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ସହ ବିଭିନ୍ନ ସମୟରେ ନଗଦ ଓ ଫୋନପେ ଜରିଆରେ ୧୦ ଲକ୍ଷରୁ ଅଧିକ ଟଙ୍କା ନେଇଥିଲେ। ପରେ ବିବାହକୁ ମନା କରି ଅନ୍ୟ ମହିଳାଙ୍କୁ ବିବାହ କରିଥିଲେ। ଯୁବତୀ
Wrtyuui


ଗଞ୍ଜାମ ୧୭ନଭେମ୍ବର(ହିସ) - କାଳିଆ ବେହେରା ନାମକ ଜଣେ ଯୁବକ ୭ ବର୍ଷ ଧରି ୨୩ ବର୍ଷୀୟା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ସହ ବିଭିନ୍ନ ସମୟରେ ନଗଦ ଓ ଫୋନପେ ଜରିଆରେ ୧୦ ଲକ୍ଷରୁ ଅଧିକ ଟଙ୍କା ନେଇଥିଲେ। ପରେ ବିବାହକୁ ମନା କରି ଅନ୍ୟ ମହିଳାଙ୍କୁ ବିବାହ କରିଥିଲେ। ଯୁବତୀଙ୍କ ଅଭିଯୋଗକ୍ରମେ ନିମଖଣ୍ଡି ଥାନା ପୋଲିସ ଆଜି ବ୍ରହ୍ମପୁର ରେଳ ଷ୍ଟେସନ ନିକଟରୁ କାଳିଆ ବେହେରାକୁ ଗିରିଫକରିଛି। ଗିରଫ ପରେ ତାକୁ କୋର୍ଟ ଚାଲାଣ କରାଯାଇଛି, ତଦନ୍ତ ଜାରି ରହିଛି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande