ରାଜଧାନୀରେ ଆମ୍ବୁଲାନ୍ସକୁ ଧକ୍କା ଦେଲା ସିମେଣ୍ଟ ଢ଼ଳେଇ ମିକ୍ସର ଗାଡି
ଭୁବନେଶ୍ୱର, 17 ନଭେମ୍ବର (ହି.ସ.)- ଭୁବନେଶ୍ୱର ନାଲୋକ ଛକରେ ଦୁର୍ଘଟଣା ।ଆମ୍ବୁଲାନ୍ସକୁ ବାଡେଇଲା 10 ଚକିଆ ସିମେଣ୍ଟ ଢ଼ଳେଇ ମିକ୍ସର ଗାଡି। ଘରୋଇ ଆମ୍ବୁଲାନ୍ସକୁ 50 ମିଟର ଘୋଷଡି ନେଲା ଗାଡି। ଗତ କାଲି ବିଳମ୍ବିତ ରାତିର ଘଟଛି ଘଟଣା। ଡ୍ରାଇଭର ଆହତ ହୋଇଥିବା ବେଳେ, ମଇତ୍ରୀ ବ
ରାଜଧାନୀରେ ଆମ୍ବୁଲାନ୍ସକୁ ଧକ୍କା ଦେଲା ସିମେଣ୍ଟ ଢ଼ଳେଇ ମିକ୍ସର     ଗାଡି


ଭୁବନେଶ୍ୱର, 17 ନଭେମ୍ବର (ହି.ସ.)- ଭୁବନେଶ୍ୱର ନାଲୋକ ଛକରେ ଦୁର୍ଘଟଣା ।ଆମ୍ବୁଲାନ୍ସକୁ

ବାଡେଇଲା 10 ଚକିଆ ସିମେଣ୍ଟ ଢ଼ଳେଇ ମିକ୍ସର ଗାଡି। ଘରୋଇ ଆମ୍ବୁଲାନ୍ସକୁ 50 ମିଟର ଘୋଷଡି ନେଲା

ଗାଡି। ଗତ କାଲି ବିଳମ୍ବିତ ରାତିର ଘଟଛି ଘଟଣା। ଡ୍ରାଇଭର ଆହତ ହୋଇଥିବା ବେଳେ, ମଇତ୍ରୀ ବିହାର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି।

ଦୁର୍ଘଟଣା ଘଟାଇ ଥିବା ଗାଡିର ଡ୍ରାଇଭର ଅଟକ ଥିବା ସୂଚନା ମିଳିଛି । ଆମ୍ବୁଲାନ୍ସ ଗାଡିରେ କେହି

ରୋଗୀ ନଥିବା ପୋଲିସ ସୂଚନା ଦେଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande