ଲାଲା ଲଜପତ ରାୟଙ୍କ ପୁଣ୍ୟତିଥିରେ ରାଜ୍ୟପାଳ ବ୍ରଜ ମୋହନ ରାମଙ୍କ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର, 17 ନଭେମ୍ବର (ହି.ସ.)- ମହାନ ସ୍ୱାଧୀନତା ସଂଗ୍ରାମୀ ଲାଲା ଲଜପତ ରାୟଙ୍କ ପୁଣ୍ୟତିଥି ଅବସରରେ ରାଜ୍ୟପାଳ ବ୍ରଜ ମୋହନ ରାମ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏକ୍ସ ମାଧ୍ୟମରେ ସେ କହିଛନ୍ତି ଯେ, ଲାଲା ଲଜପତ ରାୟଙ୍କ ସାହସ, ଦେଶପ୍ରେମ ଏବଂ ଭାରତର ସ୍ୱାଧୀନତା
ଲାଲା


ଭୁବନେଶ୍ୱର, 17 ନଭେମ୍ବର (ହି.ସ.)- ମହାନ ସ୍ୱାଧୀନତା ସଂଗ୍ରାମୀ ଲାଲା ଲଜପତ ରାୟଙ୍କ

ପୁଣ୍ୟତିଥି ଅବସରରେ ରାଜ୍ୟପାଳ ବ୍ରଜ ମୋହନ ରାମ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ଏକ୍ସ ମାଧ୍ୟମରେ ସେ କହିଛନ୍ତି ଯେ, ଲାଲା ଲଜପତ ରାୟଙ୍କ ସାହସ, ଦେଶପ୍ରେମ ଏବଂ ଭାରତର ସ୍ୱାଧୀନତା ସଂଗ୍ରାମ ପ୍ରତି ତାଙ୍କର ଅତୁଳନୀୟ

ଅବଦାନ ସର୍ବଦା ପିଢ଼ି ପରେ ପିଢ଼ିକୁ ପ୍ରେରଣା ଯୋଗାଇବ। ଦେଶ ପାଇଁ ତାଙ୍କର ତ୍ୟାଗ, ସମର୍ପଣ ଓ

ସଂଘର୍ଷମୟ ଜୀବନ ସଦା ସ୍ମରଣୀୟ ହୋଇ ରହିବ ବୋଲି ସେ ଉଲ୍ଲେଖ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande