ଅଶୋକ ସିଂଘଲଙ୍କ ପୁଣ୍ୟତିଥିରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ଜୁଏଲ ଓରାମ
ଭୁବନେଶ୍ୱର, 17 ନଭେମ୍ବର (ହି.ସ.)- ଅଶୋକ ସିଂଘଲଙ୍କ ପୁଣ୍ୟତିଥିରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ଏନେଇ ସୋସିଆଲ ମିଡିଆ ଏକ୍ସରେ ଜୁଏଲ ଓରାମ କହିଛନ୍ତି ଯେ, ରାଷ୍ଟ୍ରସେବା ଓ ସାମାଜିକ ସଦ୍ଭାବ ପାଇଁ ନିଜର ସମଗ୍ର ଜୀବନ ସମର୍ପିତ କରିଥ
ଅଶୋକ


ଭୁବନେଶ୍ୱର, 17 ନଭେମ୍ବର (ହି.ସ.)- ଅଶୋକ ସିଂଘଲଙ୍କ ପୁଣ୍ୟତିଥିରେ ତାଙ୍କୁ ଶ୍ରଦ୍ଧାଂଜଳି

ଜ୍ଞାପନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ଏନେଇ ସୋସିଆଲ ମିଡିଆ ଏକ୍ସରେ ଜୁଏଲ ଓରାମ

କହିଛନ୍ତି ଯେ, ରାଷ୍ଟ୍ରସେବା ଓ ସାମାଜିକ ସଦ୍ଭାବ ପାଇଁ ନିଜର ସମଗ୍ର ଜୀବନ ସମର୍ପିତ କରିଥିବା

ଶ୍ରଦ୍ଧେୟ ଅଶୋକ ସିଂଘଲ ଜୀଙ୍କ ପୁଣ୍ୟତିଥିରେ ତାଙ୍କୁ କୋଟି କୋଟି ପ୍ରଣାମ ଓ ବିନମ୍ର

ଶ୍ରଦ୍ଧାଞ୍ଜଳି। ତାଙ୍କର ତ୍ୟାଗ, ସମର୍ପଣ ଏବଂ ରାଷ୍ଟ୍ର ପ୍ରତି ଅତୁଟ ନିଷ୍ଠା ସର୍ବଦା ଆମ ସମସ୍ତଙ୍କୁ

ପ୍ରେରଣା ଯୋଗାଇ ଚାଲିଥିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande