ପୁରୁଷୋତମପୁର ଥାନା ଏସ ଆଇ ଙ୍କ ଆତ୍ମହତ୍ୟା
ଗଞାମ, ୨୧ ନଭେମ୍ବର (ହି.ସ.) - ପୁରୁଷୋତମପୁର ପୁଲିସ ଥାନାର ଏସ୍ଆଇ ପ୍ରଭାସିନୀ ସାହୁ ଆତ୍ମହତ୍ୟା କରିଛନ୍ତି। ଆଜି ସକାଳେ ତାଙ୍କର ଶବକୁ ଝୁଲନ୍ତା ଅବସ୍ଥାରେ ତାଙ୍କ କ୍ୱାଟରରୁ ଉଦ୍ଧାର କରାଯାଇଛି। ନିଜେ ଗଞ୍ଜାମ ଜିଲ୍ଲାର ଏସପି ଘଟଣା ସ୍ଥଳରେ ପହଂଚି ତଦନ୍ତ କରୁଛନ୍ତି। କାର୍ଯ୍ୟ ଚାପ ଯୋଗୁଁ ସେ ଆତ୍ମହ
ପୁରୁଷୋତମପୁର ଥାନା ଏସ ଆଇ ଙ୍କ ଆତ୍ମହତ୍ୟା


ଗଞାମ, ୨୧ ନଭେମ୍ବର (ହି.ସ.) - ପୁରୁଷୋତମପୁର ପୁଲିସ ଥାନାର ଏସ୍ଆଇ ପ୍ରଭାସିନୀ ସାହୁ ଆତ୍ମହତ୍ୟା କରିଛନ୍ତି। ଆଜି ସକାଳେ ତାଙ୍କର ଶବକୁ ଝୁଲନ୍ତା ଅବସ୍ଥାରେ ତାଙ୍କ କ୍ୱାଟରରୁ ଉଦ୍ଧାର କରାଯାଇଛି। ନିଜେ ଗଞ୍ଜାମ ଜିଲ୍ଲାର ଏସପି ଘଟଣା ସ୍ଥଳରେ ପହଂଚି ତଦନ୍ତ କରୁଛନ୍ତି। କାର୍ଯ୍ୟ ଚାପ ଯୋଗୁଁ ସେ ଆତ୍ମହତ୍ୟା କରିଥିବା ଅନୁମେୟ କରାଯାଉଛି। ସେ ଛଅମାସ ପୂର୍ବରୁ ବିବାହ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande