ରାଜଧାନୀରେ ଦୁର୍ଘଟଣା- ହିଟ୍ ଆଣ୍ଡ ରନ୍ କରି ଫେରାର ହେଲା କିଲର୍ କାର୍
ଭୁବନେଶ୍ୱର, 21 ନଭେମ୍ବର (ହି.ସ.)- ପଳାଶୁଣୀ ଛକରୁ ଫୁଲ ନଖରା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଗାଡ଼ି ଧକ୍କା କରି ଫେରାର ହୋଇଯାଇଛି ଗାଡ଼ି ଚାଳକ । ଦୁଇରୁ ଅଧିକ ଗାଡ଼ି ଚାଳକ ଗୁରୁତର ଆହତ ହୋଇଛନ୍ତି। ଜଣେ ମହିଳା ସ୍କୁଟି ଚାଳକକୁ ପଛରୁ ଧକ୍କା ଦେବା ପରେ ତାଙ୍କୁ ଗୁ
ରାଜଧାନୀରେ ଦୁର୍ଘଟଣା- ହିଟ୍     ଆଣ୍ଡ ରନ୍ କରି ଫେରାର ହେଲା କିଲର୍ କାର୍


ଭୁବନେଶ୍ୱର, 21 ନଭେମ୍ବର (ହି.ସ.)- ପଳାଶୁଣୀ ଛକରୁ

ଫୁଲ ନଖରା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଗାଡ଼ି ଧକ୍କା କରି ଫେରାର ହୋଇଯାଇଛି ଗାଡ଼ି ଚାଳକ ।

ଦୁଇରୁ ଅଧିକ ଗାଡ଼ି ଚାଳକ ଗୁରୁତର ଆହତ ହୋଇଛନ୍ତି। ଜଣେ ମହିଳା ସ୍କୁଟି ଚାଳକକୁ ପଛରୁ ଧକ୍କା

ଦେବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଛନ୍ତି ଲୋକେ । ଏହାପରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହେଲେ ଆହତ

ଲୋକ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande