କୋଟିଆ ପାଇଁ ସରକାର ଯଥାର୍ଥତା ଓ ଦୃଢତାର ସହ ପଦକ୍ଷେପ ନେଇଛନ୍ତି- ମନମୋହନ ସାମଲ
ଭୁବନେଶ୍ୱର, 21 ନଭେମ୍ବର (ହି.ସ.)- କୋଟିଆ ପାଇଁ ସରକାର ଯାହା ପଦକ୍ଷେପ ନେଇଛନ୍ତି ଯଥାର୍ଥତା ଓ ଦୃଢତାର ସହ ନେଇଛନ୍ତି ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ l ସେ କହିଛନ୍ତି ଯେ, ଯେଉଁମାନେ ଆତ୍ମହୁତି କଥା କହୁଛନ୍ତି, ସେମାନେ ବି
କୋଟିଆ ପାଇଁ ସରକାର ଯଥାର୍ଥତା     ଓ ଦୃଢତାର ସହ ପଦକ୍ଷେପ ନେଇଛନ୍ତି- ମନମୋହନ ସାମଲ


ଭୁବନେଶ୍ୱର, 21 ନଭେମ୍ବର (ହି.ସ.)- କୋଟିଆ ପାଇଁ

ସରକାର ଯାହା ପଦକ୍ଷେପ ନେଇଛନ୍ତି ଯଥାର୍ଥତା ଓ ଦୃଢତାର ସହ ନେଇଛନ୍ତି ବୋଲି କହିଛନ୍ତି ରାଜ୍ୟ

ବିଜେପି ସଭାପତି ମନମୋହନ ସାମଲ l ସେ

କହିଛନ୍ତି ଯେ, ଯେଉଁମାନେ ଆତ୍ମହୁତି କଥା କହୁଛନ୍ତି, ସେମାନେ ବି

ସ୍ୱୀକାର କରିଛନ୍ତି ସରକାରଙ୍କ ପଦକ୍ଷେପକୁ l ଦଳମତ ନିର୍ବିଶେଷରେ

ସମସ୍ତେ ଏକ ହେଇ ଲଢ଼ିଛନ୍ତି ସଫଳତା ମିଳିଛି l

୨୬ ତାରିଖ ପରିବର୍ତ୍ତେ, ୨ ତାରିଖରେ

ନିର୍ବାଚନ ହେବାକୁ ଥିବା ବେଳେ ଆମକୁ ସଫଳତା ମିଳିବ l କୋଟିଆ ଓଡ଼ିଶାର

ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିବ, ଏଥିରେ କୌଣସି ସନ୍ଦେହ ନାହିଁ। ସେଠାକାର ସାଧାରଣ ଲୋକ ଓଡ଼ିଶା ସହ ରହିବେ, ଭୋଟରୁ ସେ ନିଦର୍ଶନ ଦେଇସାରିଛନ୍ତି l

ଆଗାମୀ ସରପଞ୍ଚ ନିର୍ବାଚନରେ ମଧ୍ୟ ଏହା ପୁଣିଥରେ ପ୍ରମାଣିତ ହେବ

ବୋଲି ସେ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande