
ଭୁବନେଶ୍ୱର, 21 ନଭେମ୍ବର (ହି.ସ.)- ପବିତ୍ର ତୁଳସୀ
ବିବାହର ଶୁଭେଚ୍ଛା ଜଣାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ
ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ପବିତ୍ର ତୁଳସୀ ବିବାହ ଉପଲକ୍ଷେ ସମସ୍ତଙ୍କୁ ଆନ୍ତରିକ
ଶୁଭେଚ୍ଛା ଓ ଅଭିନନ୍ଦନ। ଭକ୍ତି, ପବିତ୍ରତା ଏବଂ ସମର୍ପଣର ପ୍ରତୀକ ଏହି ପବିତ୍ର ପର୍ବ ଅବସରରେ ମାତା
ତୁଳସୀ ଓ ଭଗବାନ ଶାଳଗ୍ରାମଙ୍କ ଅସୀମ କୃପା ସମସ୍ତଙ୍କ ଉପରେ ବଜାୟ ରହୁ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା