
ଗଞାମ, 08 ନଭେମ୍ବର (ହି.ସ.)ଦୀପାବଳୀ ପାଇଁ ଗଞ୍ଜାମ ବାସୀଙ୍କ ମନରେ ସରସ କି ହରଷ ନାହଁ। ଆଲୋକ ପର୍ବ ଦୀପାବଳିର ସର୍ବ ସୁଖ ଉଜାଡ଼ି ନେଇଛି ଅର୍ଣ୍ଣଵ। ଅନେକଙ୍କ ଘରେ ଖାଇବାକୁ ଦାନା ନାହଁ, ଜମିରେ ଫସଲ ନାହଁ, ଘର ନାହଁ କି ଦ୍ୱାର ନାହଁ। ଏପରି ଅବସ୍ଥାରେ ଗଞ୍ଜାମ ଵାସୀ ଦୀପାବଳୀ ପର୍ବ ମନାଇଵେ କିପରି। ସରକାରୀ ସହାୟତା ଓ ରିଲିଫ ବିପନ୍ନଙ୍କ ପାଖରେ ଏଯାଏ ପହଞ୍ଚି ନାହଁ। ଗଞ୍ଜାମ ବାସୀଙ୍କ ଦୁଃଖ ମୋଚନ ହେବ କେବେ? ଗଞ୍ଜାମ ବାସୀ ଏଵେ ମାଁ କାଳୀ ଓ ଭଗବାନଙ୍କ ଉପରେ ଆଶରା କରି ଜୀବନ ନିର୍ବାହ କରୁଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ