ଭୁବନେଶ୍ୱର, ୮ ନଭେମ୍ବର (ହି.ସ.)। ଭାରତ ରତ୍ନ ତଥା ବରିଷ୍ଠ ରାଜନେତା ଲାଲକୃଷ୍ଣ ଆଡଭାନୀଙ୍କ ଶତାୟୁ ବର୍ଷରେ ପଦାର୍ପଣ ଅବସରରେ ତାଙ୍କର ଦୀର୍ଘ ରାଜନୈତିକ ଜୀବନ, ରାଷ୍ଟ୍ର ପ୍ରତି ସମର୍ପଣ ଓ ଅବଦାନକୁ ମନେ ପକାଇଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ମୁଖ୍ୟମନ୍ତ୍ରୀ ନିଜ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି ଯେ, ଏକ ଶତାବ୍ଦୀର ସମର୍ପଣ ଏବଂ ଜୀବନବ୍ୟାପୀ ରାଷ୍ଟ୍ରସେବାର ପ୍ରତୀକ ହେଉଛନ୍ତି ଆଡଭାନୀ। ଅଟଳ ବିଚାରଧାରା, ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ନିଷ୍ଠା ଏବଂ ନିଃସ୍ୱାର୍ଥପର ରାଷ୍ଟ୍ରସେବା ତାଙ୍କ ଜୀବନଯାତ୍ରାର ପରିଚୟ।
ଭାରତର ରାଜନୈତିକ ଓ ଗଣତାନ୍ତ୍ରିକ ଯାତ୍ରାରେ ଆଡଭାନୀଙ୍କ ଅବଦାନ ଏବଂ ରାଷ୍ଟ୍ର ନିର୍ମାଣ ପ୍ରତି ତାଙ୍କର ଆଜୀବନ ସମର୍ପଣ ଆଗାମୀ ପିଢ଼ି ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ସେ ଉଲ୍ଲେଖ କରିଛନ୍ତି।
ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଡଭାନୀଙ୍କ ଜୀବନ, ଆଦର୍ଶ ଓ ଅବିସ୍ମରଣୀୟ ଅବଦାନ ସମ୍ପର୍କରେ ଏକ ଚିନ୍ତନଶୀଳ ଲେଖା ମାଧ୍ୟମରେ ନିଜର ଭାବନା ପ୍ରକାଶ କରିଥିବା ମୁଖ୍ୟମନ୍ତ୍ରୀ ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି।
ଶତାୟୁ ହେବାକୁ ଯାଉଛନ୍ତି ଲାଲକୃଷ୍ଣ ଆଡଭାନୀ, ରାଷ୍ଟ୍ର ପ୍ରତି ତାଙ୍କ ସମର୍ପଣ ଓ ସେବାକୁ ମନେ ପକାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୮ ନଭେମ୍ବର (ହି.ସ.)। ଭାରତ ରତ୍ନ ତଥା ବରିଷ୍ଠ ରାଜନେତା ଲାଲକୃଷ୍ଣ ଆଡଭାନୀଙ୍କ ଶତାୟୁ ବର୍ଷରେ ପଦାର୍ପଣ ଅବସରରେ ତାଙ୍କର ଦୀର୍ଘ ରାଜନୈତିକ ଜୀବନ, ରାଷ୍ଟ୍ର ପ୍ରତି ସମର୍ପଣ ଓ ଅବଦାନକୁ ମନେ ପକାଇଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ମୁଖ୍ୟମନ୍ତ୍ରୀ ନିଜ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି ଯେ, ଏକ ଶତାବ୍ଦୀର ସମର୍ପଣ ଏବଂ ଜୀବନବ୍ୟାପୀ ରାଷ୍ଟ୍ରସେବାର ପ୍ରତୀକ ହେଉଛନ୍ତି ଆଡଭାନୀ। ଅଟଳ ବିଚାରଧାରା, ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ନିଷ୍ଠା ଏବଂ ନିଃସ୍ୱାର୍ଥପର ରାଷ୍ଟ୍ରସେବା ତାଙ୍କ ଜୀବନଯାତ୍ରାର ପରିଚୟ।
ଭାରତର ରାଜନୈତିକ ଓ ଗଣତାନ୍ତ୍ରିକ ଯାତ୍ରାରେ ଆଡଭାନୀଙ୍କ ଅବଦାନ ଏବଂ ରାଷ୍ଟ୍ର ନିର୍ମାଣ ପ୍ରତି ତାଙ୍କର ଆଜୀବନ ସମର୍ପଣ ଆଗାମୀ ପିଢ଼ି ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ସେ ଉଲ୍ଲେଖ କରିଛନ୍ତି।
ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଡଭାନୀଙ୍କ ଜୀବନ, ଆଦର୍ଶ ଓ ଅବିସ୍ମରଣୀୟ ଅବଦାନ ସମ୍ପର୍କରେ ଏକ ଚିନ୍ତନଶୀଳ ଲେଖା ମାଧ୍ୟମରେ ନିଜର ଭାବନା ପ୍ରକାଶ କରିଥିବା ମୁଖ୍ୟମନ୍ତ୍ରୀ ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି।
ତାୟୁ ହେବାକୁ ଯାଉଛନ୍ତି ଲାଲକୃଷ୍ଣ ଆଡଭାନୀ, ରାଷ୍ଟ୍ର ପ୍ରତି ତାଙ୍କ ସମର୍ପଣ ଓ ସେବାକୁ ମନେ ପକାଇଲେ ମୁଖ୍ୟମନ୍ତ୍ରୀ

---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ