ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଓଡ଼ିଶା ରାଜ୍ୟପାଳ
ଭୁବନେଶ୍ୱର, ୦୮ ନଭେମ୍ବର (ହି.ସ.)। ଓଡ଼ିଶାର ରାଜ୍ୟପାଳ ବ୍ରଜମୋହନ ରାମ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି। ରାଜ୍ୟପାଳ ସୋସିଆଲ ମିଡିଆରେ ଏକ ଶୁଭେଚ୍ଛା ବାର୍ତ୍ତା ଜାରି କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ
ରେଭନ୍ତ


ଭୁବନେଶ୍ୱର, ୦୮ ନଭେମ୍ବର (ହି.ସ.)। ଓଡ଼ିଶାର ରାଜ୍ୟପାଳ ବ୍ରଜମୋହନ ରାମ

ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା

ଜଣାଇଛନ୍ତି।

ରାଜ୍ୟପାଳ ସୋସିଆଲ ମିଡିଆରେ

ଏକ ଶୁଭେଚ୍ଛା ବାର୍ତ୍ତା ଜାରି କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ରେଭନ୍ତ ରେଡ୍ଡୀଙ୍କ

ଉତ୍ତମ ସ୍ୱାସ୍ଥ୍ୟ, ଶକ୍ତି ଓ

ପ୍ରଜ୍ଞା କାମନା କରିଛନ୍ତି।

ସେ କହିଛନ୍ତି ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କୁ ଜନସାଧାରଣଙ୍କ ସେବାରେ ନିଷ୍ଠାର ସହ

କାର୍ଯ୍ୟ ଜାରି ରଖିବା ପାଇଁ ଶକ୍ତି ଓ ବିବେକ ପ୍ରଦାନ କରନ୍ତୁ। ଏଥିସହ ତାଙ୍କ ନେତୃତ୍ୱରେ

ତେଲେଙ୍ଗାନା ରାଜ୍ୟ ଅଧିକ ପ୍ରଗତି ଓ ସମୃଦ୍ଧିର ପଥରେ ଆଗେଇ ଚାଲୁ ବୋଲି ରାଜ୍ୟପାଳ କାମନା

କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande