ଦୀପାବଳିର ଶୁଭକାମନା ଜଣାଇଲେ କେଭି ସିଂହଦେଓ
ଭୁବନେଶ୍ୱର, 08 ନଭେମ୍ବର (ହି.ସ.)- ଦୀପାବଳିର ଶୁଭକାମନା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଦୀପାବଳି ସମସ୍ତଙ୍କ ଜୀବନରୁ ଅନ୍ଧାର ଦୂର କରି ଆଲୋକ, ସୁଖ, ସମୃଦ୍ଧି ଏବଂ ଶାନ୍ତି ଭରିଦେଉ ଏହି କାମନା କରିଛନ୍ତି ଉପମୁଖ୍ୟମନ୍ତ୍ରୀ । ଏନେଇ ସୋସିଆଲ ମିଡିଆ
କେଭି ସିଂହଦେଓ


ଭୁବନେଶ୍ୱର, 08 ନଭେମ୍ବର (ହି.ସ.)- ଦୀପାବଳିର

ଶୁଭକାମନା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଦୀପାବଳି ସମସ୍ତଙ୍କ ଜୀବନରୁ ଅନ୍ଧାର

ଦୂର କରି ଆଲୋକ, ସୁଖ, ସମୃଦ୍ଧି ଏବଂ ଶାନ୍ତି ଭରିଦେଉ ଏହି କାମନା କରିଛନ୍ତି

ଉପମୁଖ୍ୟମନ୍ତ୍ରୀ ।

ଏନେଇ ସୋସିଆଲ ମିଡିଆ

ଏକ୍ସରେ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ପବିତ୍ର ଦୀପାବଳି ଅବସରରେ ସମସ୍ତ

ଓଡ଼ିଶାବାସୀଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ।ଏହି ଦୀପାବଳି ଆପଣମାନଙ୍କ ଜୀବନରୁ

ଅନ୍ଧାର ଦୂର କରି ଆଲୋକ, ସୁଖ, ସମୃଦ୍ଧି ଏବଂ ଶାନ୍ତି ଭରିଦେଉ ଏହାହିଁ ମୋର ଏକାନ୍ତ କାମନା ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande