ଲାଲକୃଷ୍ଣ ଆଡ଼ଭାନୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପ୍ରଭାତି ପରିଡା
ଭୁବନେଶ୍ୱର, 08 ନଭେମ୍ବର (ହି.ସ.)- ଲାଲକୃଷ୍ଣ ଆଡ଼ଭାନୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏହି ଅବସରରେ ଏକ୍ସ ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି କରି ସେ କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟିର ମାର୍ଗଦର୍ଶକ, ଆମ ସମସ୍ତଙ୍କ ପ
ଆଡଭାନୀ


ଭୁବନେଶ୍ୱର, 08 ନଭେମ୍ବର (ହି.ସ.)- ଲାଲକୃଷ୍ଣ

ଆଡ଼ଭାନୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏହି

ଅବସରରେ ଏକ୍ସ ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି କରି ସେ କହିଛନ୍ତି ଯେ, ଭାରତୀୟ ଜନତା

ପାର୍ଟିର ମାର୍ଗଦର୍ଶକ, ଆମ ସମସ୍ତଙ୍କ ପାଇଁ

ପ୍ରେରଣାର ଉତ୍ସ ତଥା ‘ଭାରତରତ୍ନ’ରେସମ୍ମାନିତଶ୍ରୀଲାଲକୃଷ୍ଣଆଡ଼ଭାନୀଜୀଙ୍କୁଜନ୍ମଦିନରଶୁଭଅବସରରେଅଶେଷଶୁଭେଚ୍ଛା।

ଆଜି ଆଡ଼ଭାନୀ ଜୀ ୯୯ ବର୍ଷ ବୟସରେ ପଦାର୍ପଣ କରି ୧୦୦ତମ ବର୍ଷରେ

ପ୍ରବେଶ କରୁଛନ୍ତି। ଏହି ଶୁଭ ଅବସରରେ ତାଙ୍କର ସୁସ୍ଥ, ନିରାମୟ ଓ ଦୀର୍ଘ ଜୀବନ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ

କାମନା କରୁଛି।ତାଙ୍କର ଅଭିଜ୍ଞତା ଓ ମୂଲ୍ୟବାନ ମାର୍ଗଦର୍ଶନ ଆଗାମୀ ଦିନରେ ମଧ୍ୟ ଆମକୁ ପ୍ରେରଣା

ଦେଉଥାଉ, ଏହା ହିଁ ପ୍ରାର୍ଥନା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande