ଅସୁସ୍ଥ ମଳୟ ଜେନାଙ୍କୁ ମେଡିକାଲରେ ଭେଟିଲେ ବିଧାୟକ ସୀତାଂଶୁ
ଭଦ୍ରକ, ୨୩ ଫେବୃୟାରୀ (ହି.ସ.) - ଭଦ୍ରକ ବ୍ଲକ୍ର ପୂର୍ବତନ ଅଧ୍ୟକ୍ଷ ତଥା ୨୭ ନଂ ଜୋନ୍ ଜିଲା ପରିଷଦ ସଦସ୍ୟ ମଳୟ ଜେନା ହଠାତ୍ ଅସୁସ୍ଥ ହୋଇ କଟକ ବଡଡାକ୍ତରଖାନାରେ ଭେଷଜ ବିଭାଗରେ ଚିକିତ୍ସିତ ହେଉଛନ୍ତି। ଏହି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କୁ ସାକ୍ଷାତ୍ କରିଛନ୍ତି ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପ
MALAYA JENA KU VETILE MLA SITANSHU


ଭଦ୍ରକ, ୨୩ ଫେବୃୟାରୀ (ହି.ସ.) - ଭଦ୍ରକ ବ୍ଲକ୍ର ପୂର୍ବତନ ଅଧ୍ୟକ୍ଷ ତଥା ୨୭ ନଂ ଜୋନ୍ ଜିଲା ପରିଷଦ ସଦସ୍ୟ ମଳୟ ଜେନା ହଠାତ୍ ଅସୁସ୍ଥ ହୋଇ କଟକ ବଡଡାକ୍ତରଖାନାରେ ଭେଷଜ ବିଭାଗରେ ଚିକିତ୍ସିତ ହେଉଛନ୍ତି। ଏହି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କୁ ସାକ୍ଷାତ୍ କରିଛନ୍ତି ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ପୂର୍ବତନ କାଉନ୍ସିଲର ପ୍ରଣୟ ଦାସ, ଶ୍ୟାମସୁନ୍ଦର ନାୟକ ଓ ନିଶିକାନ୍ତ ନାୟକ। ଏବଂ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ପିଚାରି ବୁଝି ବିଭାଗୀୟ ଡାକ୍ତର ଓ କର୍ତୃପକ୍ଷଙ୍କ ସହ ବିସ୍ତୃତ ଆଲୋଚନା କରି ସୁଚିକିତ୍ସା ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ବିଧାୟକ ଶ୍ରୀ ମହାପାତ୍ର ଅବଗତ କରାଇଛନ୍ତି। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande