
ଭୁବନେଶ୍ୱର, 28 ଫେବ୍ରୁଆରି (ହି.ସ.)- ପଣ୍ଡିତ
ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହା ଅଭିଯାନ ଅଧୀନରେ ପୁରୀ ଜିଲ୍ଲା ପାଇଁ ଆୟୋଜିତ ଜିଲ୍ଲା
ଯୋଜନା ବୈଠକରେ ଯୋଗଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ପୁରୀସ୍ଥିତ ସ୍ୱାମୀ ନାରାୟଣ
ମନ୍ଦିରଠାରେ ଆୟୋଜିତ ଏହି ବୈଠକରେ ଯୋଗଦେବା ଅବସରରେ ଦଳର ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତ୍ତାଙ୍କ
ଦ୍ୱାରା ସ୍ୱାଗତ ଓ ସମ୍ବର୍ଦ୍ଧନା ପାଇଁ ଧନ୍ୟବାଦ ଜଣାଇଛନ୍ତି ପ୍ରଭାତି ପରିଡା ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା