
ବଲାଂଗିର।, 24 ଫେବ୍ରୁଆରି (ହି.ସ.)
ଆଗାମୀ କାଲି ସକାଳ ୧୦ ଘଣ୍ଟାରେ ବଲାଂଗିର କୋଶଳ କଳା ମଣ୍ଡଳ ପଡିଆ ରେ କଳିଙ୍ଗ ହର୍ବାଲ ମେଳା ବଲାଂଗିର ଅନୁଷ୍ଟିତ ହୋଇ ୨ ମାର୍ଚ୍ଚ ପର୍ଯ୍ୟନ୍ତ ଅନୁଷ୍ଟିତ ହେବ । ଜନସାଧାରଣ ଏହାର ସୁଯୋଗ ଵେଇ ବନଜାତ ଦ୍ରବ୍ୟ ଓ ଜଡ଼ିବୁଟି ବ୍ୟବହାର କରି ବିଭିନ୍ନ ରୋଗ ଉପଶମ ପାଇଁ ଲାଭ ନିଅନ୍ତୁ ବୋଲି ବନ ବିଭାଗ୍ ସୂଚନା ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ