ଝାରସୁଗୁଡାରେ ହେବ ଅନ୍ତର୍ଜାତୀୟ ଷ୍ଟାଡିୟମ
ଭୁବନେଶ୍ୱର, ୨୪ ଫେବୃୟାରୀ (ହି.ସ)- ଝାରସୁଗୁଡା ମାଲିମୁଣ୍ଡାରେ ହେବ ଅନ୍ତର୍ଜାତୀୟ ଷ୍ଟାଡିୟମ । ଏଥିପାଇଁ ଡିପିଆର ପ୍ରସ୍ତୁତ କରିବାରକୁ ଅଷ୍ଟ୍ରେଲିଆର ଅନ୍ତର୍ଜାତୀୟ ସଂସ୍ଥାକୁ ଦିଆଯାଇଛି। ଅନୁମୋଦନ ପରେ ନିର୍ମାଣ କାମ ଆରମ୍ଭ ହେବ । ସେହିପରି ସରବାହାଲରେ ମଲ୍ଟି ପରପୋଜ ଷ୍ଟାଡିୟମ ନିର୍ମାଣ କରାଯିବ ବ
suryabanshi suraj


ଭୁବନେଶ୍ୱର, ୨୪ ଫେବୃୟାରୀ (ହି.ସ)- ଝାରସୁଗୁଡା ମାଲିମୁଣ୍ଡାରେ ହେବ ଅନ୍ତର୍ଜାତୀୟ ଷ୍ଟାଡିୟମ । ଏଥିପାଇଁ ଡିପିଆର ପ୍ରସ୍ତୁତ କରିବାରକୁ ଅଷ୍ଟ୍ରେଲିଆର ଅନ୍ତର୍ଜାତୀୟ ସଂସ୍ଥାକୁ ଦିଆଯାଇଛି। ଅନୁମୋଦନ ପରେ ନିର୍ମାଣ କାମ ଆରମ୍ଭ ହେବ । ସେହିପରି ସରବାହାଲରେ ମଲ୍ଟି ପରପୋଜ ଷ୍ଟାଡିୟମ ନିର୍ମାଣ କରାଯିବ ବୋଲି କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସୂଚନା ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande