କପାସପଡାରେ ଜଙ୍ଗଲ ନିଆଁ ନିବାରଣ ସଚେତନତା ପାଲା
କେନ୍ଦୁଝର, ୨୪ ଫେବ୍ରୁଆରି (ହି.ସ.) - ଘଟଗାଁ ବନାଂଚଳ ଅଧୀନସ୍ଥ ଢେଂକିକୋଟ ବନପାଳଙ୍କ ଦ୍ୱାରା, କପାସପଡା କଳାପାହାଡ଼ ସାହି ରେ, ଜଙ୍ଗଲ ନିଆଁ ନିବାରଣ ପାଇଁ ପାଲା ପରି ବେଷଣ ହୋଇଛି,ଗାୟକ ଲଷ୍ମଣ କୁମାର ପାତ୍ର ଓ ସାଥି ଜଙ୍ଗଲ କୁ କିପରି ସୁରକ୍ଷିତ ରଖିବା, ଜଙ୍ଗଲ ପରିବେଶ ରେ ଥିବା ପ୍ରାଣୀଙ୍କ ଜୀବନ ରକ
Kapaspada sachetanta


କେନ୍ଦୁଝର, ୨୪ ଫେବ୍ରୁଆରି (ହି.ସ.) - ଘଟଗାଁ ବନାଂଚଳ ଅଧୀନସ୍ଥ ଢେଂକିକୋଟ ବନପାଳଙ୍କ ଦ୍ୱାରା, କପାସପଡା କଳାପାହାଡ଼ ସାହି ରେ, ଜଙ୍ଗଲ ନିଆଁ ନିବାରଣ ପାଇଁ ପାଲା ପରି ବେଷଣ ହୋଇଛି,ଗାୟକ ଲଷ୍ମଣ କୁମାର ପାତ୍ର ଓ ସାଥି ଜଙ୍ଗଲ କୁ କିପରି ସୁରକ୍ଷିତ ରଖିବା, ଜଙ୍ଗଲ ପରିବେଶ ରେ ଥିବା ପ୍ରାଣୀଙ୍କ ଜୀବନ ରକ୍ଷା କରାଯାଇ ପାରିବ ଉପସ୍ଥାପନା କରି ଥିଲେ । କପା ସପଡା ଗ୍ରାମର ମହିଳା ଓ ପୁରୁଷ, ବିଦ୍ୟର୍ଥୀ, ଅତିଥି, ଗ୍ରାମର ସ୍ୱେଛାସେବୀ ଓ ଢେଂକିକୋଟ ବନ ପାଳ ଅକ୍ଷୟ କୁମାର ମହାନ୍ତି, ବନରଖି ଶିବ ହାସଦା, ବନ ସୁରକ୍ଷା କର୍ମୀଗଣ ଉପସ୍ଥିତ ରହି ଥିଲେ, ଶେଷ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ କୁ ଶୃଙ୍ଖଳା ର ସହ ଦର୍ଶକ ଉପଭୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande