ସିମୁଳିଆ ବ୍ଲକରେ ଅଗ୍ନିଶମ କେନ୍ଦ୍ର ଖୋଲିବା ପାଇଁ ଦାବି
ଭୁବନେଶ୍ୱର, 24 ଫେବୃଆରୀ (ହି.ସ.) ବାଲେଶ୍ୱର ଜିଲ୍ଲାର ସିମୁଳିଆ ବ୍ଲକରେ ଅଗ୍ନିଶମ କେନ୍ଦ୍ର ନାହିଁ । ଏହି କାରଣରୁ ସେଠାକାର ଲୋକ ମାନେ ହଇରାଣ ହେଉଛନ୍ତି। ସିମୁଳିଆ ବ୍ଲକରେ ଯଥା ଶୀଘ୍ର ଅଗ୍ନିଶମ କେନ୍ଦ୍ର ଖୋଲା ଯାଉ । ମଙ୍ଗଳବାର ଦିନ ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ
ସିମୁଳିଆ ବ୍ଲକରେ ଅଗ୍ନିଶମ     କେନ୍ଦ୍ର ଖୋଲିବା ପାଇଁ ଦାବି


ଭୁବନେଶ୍ୱର, 24 ଫେବୃଆରୀ

(ହି.ସ.) ବାଲେଶ୍ୱର ଜିଲ୍ଲାର ସିମୁଳିଆ ବ୍ଲକରେ ଅଗ୍ନିଶମ କେନ୍ଦ୍ର ନାହିଁ । ଏହି କାରଣରୁ

ସେଠାକାର ଲୋକ ମାନେ ହଇରାଣ ହେଉଛନ୍ତି। ସିମୁଳିଆ ବ୍ଲକରେ ଯଥା ଶୀଘ୍ର ଅଗ୍ନିଶମ କେନ୍ଦ୍ର ଖୋଲା

ଯାଉ । ମଙ୍ଗଳବାର ଦିନ ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା ଏହି ଦାବି କରିଛନ୍ତି । ଚାଷୀ

ମାନଙ୍କ ପ୍ରସଙ୍ଗରେ ବିଜେଡି ଦଳର ବିଧାୟକ ମାନଙ୍କ ହଟ୍ଟଗୋଳ ମଧ୍ୟରେ ଶ୍ରୀ ପଣ୍ଡା ଏହି ପ୍ରସଙ୍ଗ

ଉଠାଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande