ଗ୍ରାମୀଣ ପରିବାରକୁ ଜଳଯୋଗାଣ ପାଇଁ ୨୦୭ ଟି ବୃହତ ପାନୀୟ ଜଳ ଯୋଗାଣ କାର୍ଯ୍ୟ ଚାଲୁଛି
ଭୁବନେଶ୍ୱର, 24 ଫେବ୍ରୁଆରି (ହି.ସ.)- ରାଜ୍ୟ ସରକାରଙ୍କ ଦ୍ୱାରା ସମସ୍ତ ଗ୍ରାମୀୟ ପରିବାରକୁ ପାନୀୟଜଳ ଯୋଗଣ ସୁନିଶ୍ଚିତ କରିବା ନିମନ୍ତେ ରାଜ୍ୟରେ ମୋଟ ୨୧୪ ଗୋଟି ବ୍ଲକ ମଧ୍ୟରୁ ୨୫୯ଟି ବ୍ଲକରେ ମୋଟ ୨୦୭ ଟି ବୃହତ ପାନୀୟ ଜଳ ଯୋଗାଣ ପ୍ରବନ୍ଧ କାର୍ଯ୍ୟ ହାତକୁ ନିଆଯାଇଛି । ତନ୍
ଗ୍ରାମୀଣ ପରିବାରକୁ     ଜଳଯୋଗାଣ ପାଇଁ ୨୦୭ ଟି ବୃହତ ପାନୀୟ ଜଳ ଯୋଗାଣ କାର୍ଯ୍ୟ ଚାଲୁଛି


ଭୁବନେଶ୍ୱର, 24 ଫେବ୍ରୁଆରି (ହି.ସ.)- ରାଜ୍ୟ ସରକାରଙ୍କ ଦ୍ୱାରା ସମସ୍ତ ଗ୍ରାମୀୟ ପରିବାରକୁ ପାନୀୟଜଳ

ଯୋଗଣ ସୁନିଶ୍ଚିତ କରିବା ନିମନ୍ତେ ରାଜ୍ୟରେ ମୋଟ ୨୧୪ ଗୋଟି ବ୍ଲକ ମଧ୍ୟରୁ ୨୫୯ଟି ବ୍ଲକରେ ମୋଟ

୨୦୭ ଟି ବୃହତ ପାନୀୟ ଜଳ ଯୋଗାଣ ପ୍ରବନ୍ଧ କାର୍ଯ୍ୟ ହାତକୁ ନିଆଯାଇଛି । ତନ୍ମରୁ ୨୫ ଗୋଟି

ପ୍ରକଳ୍ପର କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇ ପ୍ରତି ଘରକୁ ବିଶୁଦ୍ଧ ପାନୀୟଜନ ଯୋଗାଣ କରାଯାଇଅଛି

ଏବଂ 182 ଗୋଟି ବୃହତ ପାନୀୟଜଳ ଯୋଗାଣ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଚାଲୁଅଛି ।

ଏହି ପ୍ରକଳ୍ପ ଗୁଡିକୁ ମିଶନ

ମୋଡରେ କାର୍ଯ୍ୟାନ୍ଵୟନ କରାଯାଉଛି ଏବଂ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମସ୍ତ ପରିବାରକୁ ପାଇପ

ଜଳ ସଂଯୋଗ ପ୍ରଦାନ କରିବାକୁ ସରକାର ନିୟମିତ ସମୀକ୍ଷା ବୈଠକ କରୁଛନ୍ତି ଏବଂ ସମସ୍ୟାର ସମାଧାନ

ପାଇଁ ତୁରନ୍ତ ପଦକ୍ଷେପ ନେଉଛନ୍ତି। ଗ୍ରୀଷ୍ମ ଋତୁ ପୂର୍ବରୁ ନିରାପଦ ପାନୀୟ ଜଳ ଯୋଗାଣ

ସୁନିଶ୍ଚିତ କରିବା ଉପରେ ବିଶେଷ ଗୁରୁତ୍ବ ଦିଆଯାଉଛି।

ଏନେଇ ବିଧାନସଭାରେ ପଞ୍ଚାୟତିରାଜ

ଓ ପାନୀୟ ଜଳ ଶ୍ରୀ ରବି ନାରାୟଣ ନାଏକ ଉତର ରଖିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande