ବିଜେପି ସରକାରରେ ଚାଷୀ ହନ୍ତସନ୍ତ- ବିଜେଡି
ଭୁବନେଶ୍ୱର, 24 ଫେବ୍ରୁଆରି (ହି.ସ.)- ବିଜେପି ସରକାର ଶାସନକୁ ଆସିବା ପରେ ଚାଷୀ ହନ୍ତସନ୍ତ ବୋଲି କହିଛନ୍ତି ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ର। ଏହାସହ ଆଇନ୍ ଶୃଙ୍ଖଳା, ନାରୀ ସୁରକ୍ଷା ଚିନ୍ତାଜନକ ବିଷୟ। ଯେଉଁଥିପାଇଁ ପାଇଁ ଆମେ ଆନ୍ଦୋଳନ କରୁଛୁ ଆଜି ବୋଲି
ବିଜେପି ସରକାରରେ ଚାଷୀ     ହନ୍ତସନ୍ତ- ବିଜେଡି


ଭୁବନେଶ୍ୱର, 24 ଫେବ୍ରୁଆରି (ହି.ସ.)- ବିଜେପି

ସରକାର ଶାସନକୁ ଆସିବା ପରେ ଚାଷୀ ହନ୍ତସନ୍ତ ବୋଲି କହିଛନ୍ତି ବିଜେଡି ବିଧାୟକ ବଦ୍ରି ନାରାୟଣ

ପାତ୍ର। ଏହାସହ ଆଇନ୍ ଶୃଙ୍ଖଳା, ନାରୀ ସୁରକ୍ଷା ଚିନ୍ତାଜନକ ବିଷୟ। ଯେଉଁଥିପାଇଁ ପାଇଁ ଆମେ ଆନ୍ଦୋଳନ କରୁଛୁ ଆଜି ବୋଲି

ସେ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande