ଧାନ କିଣାରେ କଟନି ଛଟନିକୁ ବିଜେଡିର ବଡ ସମାବେଶ
ଭୁବନେଶ୍ୱର, 24 ଫେବ୍ରୁଆରି (ହି.ସ.)- ଧାନ କିଣାରେ କଟନି ଛଟନିକୁ ଚାଷୀ ସମସ୍ୟାକୁ ନେଇ ବିଜେଡିର ବଡ଼ ସମାବେଶ । ଲୋୟର ପିଏମଜିରେ ବିଜେଡି ଚାଷୀ ସୁରକ୍ଷା ସମାବେଶ କରିଛି । କାର୍ଯ୍ୟକ୍ରମରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସହ ସହ ବହୁ ବରିଷ୍ଠ ନେତା ଓ ବିଭିନ୍ନ
ଧାନ କିଣାରେ କଟନି ଛଟନିକୁ     ବିଜେଡିର ବଡ ସମାବେଶ


ଭୁବନେଶ୍ୱର, 24 ଫେବ୍ରୁଆରି (ହି.ସ.)- ଧାନ କିଣାରେ

କଟନି ଛଟନିକୁ ଚାଷୀ ସମସ୍ୟାକୁ ନେଇ ବିଜେଡିର ବଡ଼ ସମାବେଶ । ଲୋୟର ପିଏମଜିରେ ବିଜେଡି ଚାଷୀ ସୁରକ୍ଷା ସମାବେଶ କରିଛି

। କାର୍ଯ୍ୟକ୍ରମରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସହ ସହ ବହୁ ବରିଷ୍ଠ ନେତା ଓ ବିଭିନ୍ନ

ଜିଲ୍ଲାରୁ ଆସିଥିବା କର୍ମୀ ଯୋଗ ଦେଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande