
ଭୁବନେଶ୍ୱର, 24 ଫେବ୍ରୁଆରି (ହି.ସ.)- ଚାଷୀ ସମସ୍ୟା
ନେଇ ସରକାରକୁ ଟାର୍ଗେଟ କରିଛନ୍ତି ସାଂସଦ ମୁନା ଖାଁ । ସେ କହିଛନ୍ତି ଯେ, ମଣ୍ଡିରେ ଶୋଉଛି
ଚାଷୀ । ନବୀନ ବାବୁଙ୍କ ସରକାର ବେଳେ ଚାଷୀଙ୍କ ଧାନ ଠିକ ସମୟରେ ଉଠୁଥିଲା । ନବୀନଙ୍କ
କାର୍ଯ୍ୟକ୍ରମକୁ କଲର ଚେଞ୍ଜ କରୁଛି ଆଜିର ସରକାର । ନବୀନ ବାବୁଙ୍କ ହାତ ମୁଠା ଟାଣ କରି ଠକ
ସରକାରକୁ ବିଦା କରିବା ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା