ଗୃହ କାର୍ଯ୍ୟ ବନ୍ଦ କରିବା ବିଜେଡ଼ିର ପ୍ରାୟୋଜିତ କାର୍ଯ୍ୟକ୍ରମ- ସନ୍ତୋଷ ଖଟୁଆ
ଭୁବନେଶ୍ୱର, 24 ଫେବ୍ରୁଆରି (ହି.ସ.)- ଗୃହ କାର୍ଯ୍ୟ ବନ୍ଦ କରିବା ବିଜେଡ଼ିର ପ୍ରାୟୋଜିତ କାର୍ଯ୍ୟକ୍ରମ । ନିଜ ଦଳର ଆନ୍ଦୋଳନ ପାଇଁ ବିଧାନସଭା ଚଳେଇ ଦେଉନାହାନ୍ତି ବୋଲି ବିଜେପି ବିଧାୟକ ସନ୍ତୋଷ ଖଟୁଆ କହିଛନ୍ତି । ଯେଉଁ ଚାଷୀ ପ୍ରସଙ୍ଗ ଉଠାଉଛନ୍ତି ସେ ପ୍ରସଙ୍ଗ ଗୃ
ଗୃହ କାର୍ଯ୍ୟ ବନ୍ଦ କରିବା     ବିଜେଡ଼ିର ପ୍ରାୟୋଜିତ କାର୍ଯ୍ୟକ୍ରମ- ସନ୍ତୋଷ ଖଟୁଆ


ଭୁବନେଶ୍ୱର, 24 ଫେବ୍ରୁଆରି (ହି.ସ.)- ଗୃହ କାର୍ଯ୍ୟ

ବନ୍ଦ କରିବା ବିଜେଡ଼ିର ପ୍ରାୟୋଜିତ କାର୍ଯ୍ୟକ୍ରମ । ନିଜ ଦଳର ଆନ୍ଦୋଳନ ପାଇଁ ବିଧାନସଭା ଚଳେଇ

ଦେଉନାହାନ୍ତି ବୋଲି ବିଜେପି ବିଧାୟକ ସନ୍ତୋଷ ଖଟୁଆ କହିଛନ୍ତି । ଯେଉଁ ଚାଷୀ ପ୍ରସଙ୍ଗ

ଉଠାଉଛନ୍ତି ସେ ପ୍ରସଙ୍ଗ ଗୃହରେ ଆଲୋଚନା ହୋଇପାରିଥାନ୍ତା କିନ୍ତୁ ଆଲୋଚନା କରୁନାହାନ୍ତି ବୋଲି

ସେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande